କୃଷ୍ଣପ୍ରସାଦ ବ୍ଲକ ରେ ବିଧବା ଭତ୍ତା ପାଇବାରୁ ବଞ୍ଚିତ ମମତାମୟୀ !!


ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବ୍ରହ୍ମପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମ ର ମମତାମୟୀ ଜେନା, ବୟସ- ୫୩ ସ୍ବାମୀ - ସ୍ବର୍ଗତ ପ୍ରଶାନୁ ଜେନା ବାରମ୍ବାର ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ! କୃଷ୍ଣପ୍ରସାଦ ବ୍ଲକ ରେ ଖାଲି ମମତାମୟୀ ନୁହନ୍ତି ରାଜନୈୟିତିକ ଆକ୍ରୋଶ ଦ୍ବାରା ଅନେକ ବିଧବା ମହିଳା ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ଆସିଛି। ସ୍ଥାନୀୟ ବୁଦ୍ଧିଜୀବି ଏଥୂପାଇଁ ବ୍ଲକ ର ପ୍ରଶାସନିକ ଅଧିକାରୀ ଙ୍କ ଦାୟୀ କରିବା ସହିତ ବିନା ଲାଞ୍ଚ ରେ ଭତ୍ତା ହୋଇ ପାରୁ ନଥୁବା ଅଭିଯୋଗ କରିଛନ୍ତି । 


କୃଷ୍ଣପ୍ରସାଦ ରୁ ପିଙ୍କୁନ୍ ଜେନା ରିପୋର୍ଟ

Post a Comment

Previous Post Next Post