ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର୍ ପାଚେରି ନିର୍ମାଣ ଦାବି !!


କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ହରିପୁର ବାସିନ୍ଦା ଦୀର୍ଘ ଦିନ ଧରି ସମସ୍ୟା ସୃଷ୍ଟି ହେଉଛି 

ପ୍ରତିଦିନ ଜନସାଧାର ଣ ଙ୍କ ଗମନାଗମନ ରହୁଛି। ଗୋରୁ,  କୁକୁର ଆଦି ପ୍ରାଣୀ ଟ୍ରାନ୍ସଫର୍ମର୍ ପାଖରେ ଚରାବୁଲା କରୁଥିବା 

ଗୃହପାଳିତ ପଶୁଙ୍କ ପାଇଁ ବିପଦର କାରଣ ପାଲଟିଛି।  ଟ୍ରାନ୍ସଫର୍ମର ଚାରିପାଖରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ଗ୍ରାମ ବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି ସ୍ଥାନୀୟ ପ୍ରଶାସନ କେହିହେଲେ ଦୃଷ୍ଟି ଦେଉନଥୂବା ଅଭିଯୋଗ ହେଉଛି। ଏଠାରେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ  ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ବିଦ୍ୟୁତ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

କୃଷ୍ଣପ୍ରସାଦ ରୁ ପିଙ୍କୁନ୍ ଜେନା ରିପୋର୍ଟ



Post a Comment

Previous Post Next Post