ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ସିଆଣ୍ଡି ପଞ୍ଚାୟତ ଓରା ଠାରେ ଅବସ୍ଥିତ ସାନସୀମା ନୋଡାଲ ଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଗଣିତ ଓ ବିଜ୍ଞାନ ରେ ବିଷୟାଗତ ଅଗ୍ରଗତି ପାଇଁ ଷ୍ଟେମ୍ ଇନିସିଏଟିଭ୍ ଅନ୍ତର୍ଗତ "ଖାନ୍ ଏକାଡେମି " ରେ ଗଣିତ ଓ ବିଜ୍ଞାନ ଶିକ୍ଷୟିତ୍ରୀ ରାନୁ ତରେଇ ଙ୍କ ନେତୃତ୍ୱ ରେ ସାନସୀମା ନୋଡ଼ାଲ ହାଇସ୍କୁଲ , ରାଜ୍ୟ ସ୍ତରରେ ୩୪ ତମ ସ୍ଥାନ ଅଧିକାର କରିଥିବାରୁ , ତା-୦୬/୦୨/୨୦୨୬ ରିଖ ଦିନ ଆଇ.ସି.ଟି ୱେଲକମ୍ ହୋଟେଲ୍ ,ତୁମଡୁମା, ଭୁବନେଶ୍ଵର ଠାରେ ଶିକ୍ଷୟିତ୍ରୀ ରାନୁ ତରେଇ ଙ୍କୁ ରାଜ୍ୟ ସ୍ତରୀୟ ଷ୍ଟେମ୍ ଏକ୍ସିଲେନ୍ସ ଆୱାଡ଼ ରେ ସମ୍ମାନୀତ କରାଯାଇ ଥିବାରୁ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧରେ ଖୁସିର ମାହୋଲ ଖେଳିଯାଇଛି।
କୃଷ୍ଣପ୍ରସାଦ ରୁ ପିଙ୍କୁନ୍ ଜେନା ରିପୋର୍ଟ
Tags:
ଆଞ୍ଚଳିକ


