ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୯/୧୨/୨୦୨୫:-ଆଜି ବଡ଼ଗଡ଼ ଥାନା ଅଞ୍ଚଳରେ ବଡ଼ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ବଡ଼ଗଡ଼ ପୋଲିସ ବାହିନୀ,ଅବକାରୀ ବିଭାଗ ଓ ଭେଣ୍ଡର ବାହିନୀଙ୍କ ମିଳିତ ଅନୁକୁଲ୍ୟରେ ଅତର୍କିତ ଚଢ଼ାଉ କରି ରୁଗୁମୁ ଗ୍ରାମରୁ ଓ ବନ୍ୟାନଗର ନିକଟସ୍ଥ ଖଜୁରୀଡିହ ଗ୍ରାମର ବିଭିର୍ନ ସ୍ତନରୁ ପ୍ରାୟ ୧୦୦୦ଲିଟରରୁ ଅଧିକ ପୋଚ ନଷ୍ଟ କରିଥିବା ସହ ପ୍ରାୟ ୨୦୦ଲିଟର ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି |ସୁଚ ମୁତାବକ ରୁଗୁମୁ ଗ୍ରାମରେ ଅଲଗା ଅଲଗା ଘର ଭିତରେ ସହ ସହ ଲିଟର ପୋଚ ଡ୍ରମ ମାଟିତଳେ ପୋତି ରଖି ପୋଚ ତିଆରି କରି ମଦ ରନ୍ଧନ କରୁଥିବା ନଜରକୁ ଆସିଛି |ସେହିପରି ଖଜୁରୀଡିହ ଗ୍ରାମରେ ଜଙ୍ଗଲ ଭିତରେ ପୋଚ ପକାଇ ଦେଶୀ ମଦ ତିଆରି କରିଥିବା ଦେଖିବାକୁ ମିଳିଛି ଉକ୍ତ ଗ୍ରାମରୁ ପ୍ରାୟ ୨୦ ଲିଟର ଦେଶୀ ମଦ ଜବାଦ ହୋଇଥିବା ସୂଚନା ମିଳିଛି |ଏଭଳି ବାରମ୍ବାର ଚଢ଼ାଉ ହେବ ସତ୍ୱେ ମଦ ମାଫିଆ ମାନଙ୍କର କିଭଳି ତିଳବି ଡର ଭୟ ନାହିଁ ତାହା ଏକ ବଡ ପ୍ରସନ |ଲୋକଙ୍କ ଜୀବନ ସହ ଖେଳିବା ପାଇଁ କିଏ ଅନୁମତି ଦେଇଛି ତାହା ତଦଣ୍ଡ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା
ମୋବାଇଲ-୯୯୩୮୯୬୦୯୬୯


