କେ ବରିଡା ମଧୁବଶ୍ୟ ସମାଜ ର ନୂତନ କାର୍ଯ୍ୟକର୍ତ୍ତା ଚୟନ ବୈଠକ....*


ଗଞ୍ଜାମ ଜିଲ୍ଲା ବେଗୁନିଆପଡା ମୋ ନିୟୁଜ ଓଡିଶା 23/3  ରବିବାର ଦିନ କେ. ବରିଡ଼ା ମଧୁବଶ୍ୟ ସମାଜ ର ନୂତନ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମା ରାମଚଣ୍ଡୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅସିତ କୁମାର ବେହେରା (ସଭାପତି )ପ୍ରଦୀପ କୁମାର ପାତ୍ର (ଉପସଭାପତି ), ଦେବରାଜ ନାୟକ (ଉପସଭାପତି ), ପ୍ରକାଶ ଚନ୍ଦ୍ର ବେହେରା (ସମ୍ପାଦକ ) ପ୍ରଶନ୍ନ ବେହେରା (କୋଷାଧକ୍ଷ )କାଶୀନାଥ ମଳିକ (ଟ ହଲ )ପ୍ରକାଶ ସ୍ୱାଇଁ, ପ୍ରଶାନ୍ତ ବେହେରା, ଭିକାରି ପ୍ରଧାନ (ଉପଦେଷ୍ଟା )ପ୍ରଶାନ୍ତ ପାତ୍ର, ଟୁକୁନା ପ୍ରଧାନ, ସୁରେଶ ପ୍ରଧାନ, ଶିବରାମ ସ୍ୱାଇଁ, ବୁଲା ସ୍ୱାଇଁ, ରାଜେନ୍ଦ୍ର ପ୍ରଧାନ, ଭଗବାନ ମଳିକ, ନରେନ୍ଦ୍ର ପ୍ରଧାନ, ଧୁଶାସନ ପ୍ରଧାନ, ନାରାୟଣ ପ୍ରଧାନ, ଗାଣ୍ଡୁ ବିଶୋଇ, କବିରାଜ ନାୟକ, ରାଜେନ୍ଦ୍ର ନାୟକ (ସଭ୍ୟ ) ଭାବରେ ନବ ନିଯୁକ୍ତ ହୋଇଥିଲେ । ଏବଂ  ବୈଠକ ରେ ଉକ୍ତ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହେବା ସହ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।

Post a Comment

Previous Post Next Post