ଲେବର କାର୍ଡର ଉପକାରିତା କର୍ମ ଶଳା ଆୟୋଜନ |*

*ମୋ ନିଉଜ ଓଡିଶା ମାଣିକ୍ୟପୁର:- ଆଜି ତା ୨୬/୦୩/୨୦୨୫ ରିଖ ଦିନ ମାଣିକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଲେଙ୍ଗମ ଗୌଡ଼ କୋଠା ଘର ଠାରେ ଏକ ଶ୍ରିମକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଗ୍ରାମର ବହୁ ବୁଦ୍ଧି ଯିବି,ଶ୍ରମିକ ମହିଳା ଓ ପୁରୁଷ ଯୋଗ ଦେଇଥଇଲେ ତଥା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦ ମଜଦୁର କିଷାନ ପଞ୍ଚାୟତର ସାଧାରଣ ସଂପାଦକ ଶ୍ରୀ ଲୋକନାଥ ତ୍ରିପାଠୀ ଓ ଧରାକୋଟ ବ୍ଲକ ସଂଯୋଜକ ଦାୟିତ୍ୱରେ ଥିବା ଶ୍ରୀ ଶଙ୍କର ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ଶ୍ରୀ ଲୋକନାଥ ତ୍ରିପାଠୀ ମହୋଦୟ ସଚେତନତା କରିଥିଲେ ଓ ଲେବର କାର୍ଡ କରିବା ଦ୍ୱାରା କ'ଣ ବେନିଫିଟ ମିଳିବ, କେଉଁ ମାନେ କରିପାରିବେ ଓ କ'ଣ କ'ଣ କାଗଜ ପତ୍ର ଦରକାର ବୁଝାଇଥିଲେ |* 


*ଗଂଜାମରୁ ଶଙ୍କର ପାଣିଗ୍ରାହୀnka ରିପୋର୍ଟ*

            *ମୋ ନିଉଜ ଓଡିଶା*

Post a Comment

Previous Post Next Post