କନ୍ଧମାଳ:ମୋ ନିୟୁଜ ଓଡ଼ିଶା ୦୩/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପାଞ୍ଚାୟତ ଉପର ସାହି ବାବା କପିଳେ ଶ୍ୱରଯୁବକ ସଙ୍ଘ ପୂଜା କମିଟି ର ସରସ୍ବତୀ ପୂଜା ପାଳିତ ହେଇ ଯାଇଛି l ଏହି ବାବା କପିଳେଶ୍ଵରଯୁବକ ସଙ୍ଘ ପୂଜା କମିଟି ର ମୁଖ୍ୟ ପରିଚାଳକ ଦଶରଥ ଯାନୀ ଙ୍କ ନିର୍ଦେଶ କ୍ରମେ ପରିଚାଳିତ ହେଇ ଥିବାବେଳେ l କମିଟି ର ସଭାପତି-ସିଦ୍ଧାନ୍ତ ସାହୁ, ଉପ ସଭାପତି - ଦିଲୀପ କୁମାର ଯାନୀ ଏବଂ ସମ୍ପାଦକ - ସୁଧାଂଶୁ ଯାନୀ , ଉପ ସମ୍ପାଦକ - ଦିଲୀପ କୁମାର ପୃଷ୍ଟି ଙ୍କ ନେତୃତ୍ୱରେ ପାଳିତ କରାଯାଇଛି l ପୂଜା ସାଙ୍ଗକୁ ନାମ କ୍ରୀତନ୍ୟ କରାଯାଇ ଥିଲା l କମିଟି ର ସଦସ୍ୟ ମାନଙ୍କ ଦ୍ୱରା ଅର୍ଣ୍ଣ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ପଞ୍ଚାୟତ ର ସମସ୍ତ ଗ୍ରାମ ବାସି ମାନଙ୍କୁ ନିମଂତ୍ରଣ କରାଯାଇ ଥିଲା l ଯେଉଁ ଭକ୍ତ ସରସ୍ବତୀ ମାତା ଙ୍କୁ ଦର୍ଶନ କରିବାକୁ ଆସନ୍ତି ସେହି ବ୍ୟକ୍ତି କୁ ଅର୍ଣ୍ଣ ସେବନ କରିବାପାଇଁ କୁହନ୍ତି l ଆଜି କୁ ପ୍ରାୟ ୫୦ବର୍ଷ ହେବ ଏହିସ୍ଥାନରେ ସରସ୍ବତୀ ମାତା ପୂଜା ପାଉଛନ୍ତି କିନ୍ତୁ ସରସ୍ବତୀ ପୂଜା ମନ୍ଦିର ନିର୍ମାଣ ପାଇଁ କମିଟିର ସଦସ୍ୟ ମାନେ ସ୍ଥାନୀୟ ଜିଲ୍ଲା ପାଳ ଏବଂ ରାଜ୍ୟ ସଭା ସାଂସଦ ଲୋକ ସଭା ସାଂସଦ ଙ୍କୁ ବାରମ୍ବାର ଲେଖି ଜଣାଉ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାବା କପିଳେଶ୍ଵର ଯୁବକ ସଙ୍ଘ ର ସରସ୍ବତୀ ପୂଜା ମଣ୍ଡପ ନିର୍ମାଣ ଟିଏ ହେଇପାରୁ ନଥିବା ଅଭିଯୋଗ ହେଉଅଛି l ସରକାର ବିଭିନ୍ନ ପୂଜା ମଣ୍ଡପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିଲେ ମଧ୍ୟ ବାବା କପିଳେଶ୍ଵର ଯୁବକ ସଂଘ କମିଟିର ସରସ୍ବତୀ ମାତାଙ୍କ ପୂଜା ମଣ୍ଡପ ନିର୍ମାଣ ହେଇ ପାରୁ ନଥିବା ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି l ବାବା କପିଳେଶ୍ଵର ଯୁବକ ସଂଘ ସରସ୍ବତୀ ପୂଜା କମିଟି ର ତୃତୀୟ ଦିବସ କୁ ସ୍ବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ରୂପେ ରଖାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁଡ୍ରୁକୁମ୍ପା ପଞ୍ଚାୟତ ର ସରପଞ୍ଚ ଦଶରଥ ଯାନୀ, ବାଳକୃଷ୍ଣ ଯାନୀ , ମାଧବ ସାହୁ, ଲଷ୍ମୀକାନ୍ତ କର , ଶିବ ପ୍ରସାଦ ସାହୁ, ସଚିନ୍ଦ୍ର ଯାନୀ , ଆମ୍ବିଳ ବେହେରା , ବିଶ୍ୱ କର୍ମା ବେହେରା , ବିଶ୍ୱକର୍ମା ବେହେରା, ପଙ୍କଜ ବେହେରା, ଉମେଶ ବେହେରା ବୁଦ୍ଧି ଯିବି ଗଣ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ବାଳକୃଷ୍ଣ ଯାନୀ କରିଚାଳନା କରିଥିବାବେଳେ କମିଟି ର ସଦସ୍ୟ ଭାବେ ମାନସ ମଲ୍ଲିକ, ମାନସ କହଁର , ନିର୍ମଳ ବେହେରା , ସବ୍ୟ ସଚି କହଁର , ଶିବୁ ସାହୁ , ପ୍ରଶାନ୍ତ ବେହେରା , ବିର ଗଣ ବେହେରା , କୀର୍ତନ ବେହେରା , ଆଶିଷ କୁମାର ସାହୁ , ମନୋଜ ସାହୁ , ଜିତୁ ସାହୁ , ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଗ୍ରାମର ସମସ୍ତ ବାଳକ ବାଳିକା ସହଯୋଗ କରି ଥିଲେ l