କନ୍ଧମାଳ : ସ୍ୱର୍ଗତ ଏବିଡିଓ ଙ୍କ ବାପା ମା ପାଳିଲେ ନାତିଆ ର ବାର୍ଷିକ ଜନ୍ମଦିନ.. ଶିକ୍ଷୟିତ୍ରୀ ବହୁ ବୃଦ୍ଧ ବୃଦ୍ଧା ଶାଶୁ-ଷସୁର ଙ୍କୁ ନିର୍ଯାତନା ଦେଇ ବାପଘରେ କାଟୁଛିଦିନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

 କନ୍ଧମାଳ ମୋ ନିୟୁଜ ଓଡିଶା :  ନାତି ନାତୁଣୀ  ଙ୍କ ସହିତ ଜେଜେ ମା ଜେଜେ ବାପା  ପାଳିଲେ  ନାତିଆ  ଙ୍କ ଜନ୍ମଦିନ ର ବାର୍ଷିକ  ଉର୍ତ୍ସବ l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତ ର ମୁଣ୍ଡକୁର୍ତ୍ତୀ ଗ୍ରାମ ର ରିବିନି ଦିଗାଲ ଙ୍କ ଏକ ମାତ୍ର ସୁ ପୁତ୍ର ସ୍ୱର୍ଗତ ସନ୍ତୋଷ ଦିଗାଲ ଯିଏକି ବାପା ମା ଙ୍କ ଝାଳ ବୁହା ପରିଶ୍ରମ ଏବଂ ତାଙ୍କର ଆଶୀର୍ବାଦ ରେ ନିଜେ କଠିନ ପରିଶ୍ରମ କରି ପାଠ ବଢ଼ି ପ୍ରଥମେ ଶିକ୍ଷକ, ଦୁତୀୟ ରେ କିରାଣୀ, ତୃତୀୟ ରେ ଜି ପି ଇ ଓ ଏବଂ ଚଥୁର୍ଥ ରେ ଏବିଡିଓ ହେଇ  ସରକାର ଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲେଇ ଆସୁଥିଲେ l କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ରେ ଏବିଡିଓ ହେଇ କାର୍ଯ୍ୟରତ ଥିବା ସମୟରେ  ସେ (ଓ ଏ ଏସ୍ ) ପରୀକ୍ଷା ଦେବା ନିମନ୍ତେ ଭୁବନେଶ୍ୱର ରେ ତାଙ୍କ ସମ୍ପର୍କୀୟ ଶାଳୀ ଙ୍କ ଘରେ ରହୁଥିଲେ l ଓ ଏଏସ୍ ପରୀକ୍ଷା ପୂର୍ବରୁ  ତାଙ୍କର ହଟାତ୍ କଣ ଏମିତି ହେଲା ଜେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରା ହେଉଥିବା ଫୋନ୍ ଯୋଗେ ତାଙ୍କରି ବାନ୍ଧବୀ ଶିକ୍ଷୟିତ୍ରୀ  ସ୍ତ୍ରୀ ଶୁଭଲଷ୍ମୀ  ବେହେରା ଙ୍କୁ ତାଙ୍କ ଭାଇ ଜଣେଇ ଥିଲେ l ଯେଉଁ ଘରେ ରହୁଥିଲେ  ସେଇ ଘରେ  ସିସି କ୍ୟାମେରା  ଲାଗିଛି  କିନ୍ତୁ  ସେଦିନ ର ସିସି ଟିଭି ଫୁଟେଜ୍  ଦେବାକୁ  ନାରାଜ୍  ହେଉଛନ୍ତି ଶିକ୍ଷୟିତ୍ରୀ ଙ୍କ ବାପା ମା  ଭାଇ, ମାମୁଁ  ଏବଂ ଶାଳୀ ଓ ସଡ଼ୁ l ଏଠି ପ୍ରଶ୍ନ ଉଠୁଚି କି  ଯେଉଁ ରାତି 11 ଟା ଭିତରେ ସ୍ତ୍ରୀ  ଶୁଭ ଲଷ୍ମୀ  ଙ୍କ ସହିତ ଫୋନ୍ ଯୋଗେ  ସ୍ୱାଗତ  ଏବିଡିଓ ସନ୍ତୋଷ ଦିଗାଲ  ଫୋନ ଯୋଗେ କଥା  ହେଇ  ସାରି  କିଛି ସମୟପରେ ସେଇ ରହୁଥିବା ଶାଳୀଙ୍କ ଘର ଭିତରେ  କଣ ଘଟି ଥିଲା  ଜେ  ସିସି ଟିଭି ଫୁଟେଜ୍  ଦେବାକୁ  ଭୟ କରୁଛନ୍ତି l ଶିକ୍ଷୟିତ୍ରୀ  ବହୁ ଜଣ ଙ୍କ  ପୁଅର ଦେହ ଖରାପ୍ କିମ୍ବା ମେଡିକାଲ ରେ ଜୈନ୍ ହେଇଥିବା ଖବର୍ ଶାଶୁଶଶୁର ଙ୍କୁ ନ ଜଣେଇ ଲୋକାୟତ ରଖିଥିଲେ l ସେଇ ଘର ଭିତରୁ  ତାଙ୍କୁ କିଏ କିଏ ମେଡିକାଲ ନେଲେ  ସେଠି  କଣ ସବୁ ଘଟି ଥିଲା ଯାହା ଫଳରେ କି  ସିସି ଟିଭି ଫୁଟେଜ୍ ଦେବାରେ  ଭୟ  କାହିଁକି ? l ଭୁବନେଶ୍ୱର ରେ ଏବିଡ଼ିଓ ପୁଅ ଙ୍କ ମୃତ୍ୟୁ ହେଇଥିବା ଖବର୍ ବାପା ମା ପରକ୍ଷରେ ଶୁଣିବାକୁ ପାଇ ବହୁଙ୍କୁ ପଚାରି ବାରୁ ଶିକ୍ଷୟିତ୍ରୀ ବହୁଟି କିଛି ହେଇନ ଥିବା କହିଥିଲେ l ପରଵର୍ତ୍ତି ସମୟରେ ରିବିନି ଦିଗାଲ ଙ୍କ ସହ ପରିବାର ଲୋକେ ଭୁବନେଶ୍ୱର ମେଡିକାଲ ରେ ଯାଇ ପହଁଚି ଥିଲେ କିନ୍ତୁ ଶିକ୍ଷୟିତ୍ରୀ ବହୁ ଙ୍କ ପରିବାର ଲୋକେ ଏବିଡ଼ିଓ ଙ୍କ ପରିବାର ବର୍ଗଙ୍କୁ ସେଠାରେ ଅବମାନନା କରି ପୁଅ ପାଖକୁ ଯିବା ପାଇଁ ଛାଡ଼ିନ ଥିଲେ l ସେଠୁ ହିଁ ବାପା ମା ଙ୍କର ସନ୍ଦେହ ଶୃଷ୍ଟି ହେଇଥିଲା l ଶେଷରେ ତମ ପୁଅ ମୃତ୍ୟୁ ହେଇଚି ବୋଲି କହି ଶବଟି ଫୁଲବାଣୀ କୁ ଆଣିଥିଲେ l ଦୁଃଖର କଥା କି ବୃଦ୍ଧ ବାପା ମା ଗୋଟିଏ ବୋଲି ସୁ ପୂତ୍ର ଏବିଡ଼ିଓ ଙ୍କର ଦଶାହ କାର୍ଯ୍ୟ କରିବା ପାଇଁ ବନ୍ଧୁ ବର୍ଗ ଙ୍କୁ ଖବର ଦେଇଥିବା ବେଳେ ଶିକ୍ଷୟିତ୍ରୀ ବହୁ ଙ୍କ ବାପା ମା ତାଙ୍କରି ମନ ଇଚ୍ଛା ରେ ଦଶାହ କାର୍ଯ୍ୟ କରି ବନ୍ଧୁ ବାନ୍ଧବ ମାନେ ଆଣିଥିବ ସମସ୍ତ ଅର୍ଥ କୁ ଆତ୍ମସାଥ କରି ଏବିଡ଼ିଓ ଙ୍କ ବାପା ମା ଙ୍କୁ ମଧ୍ୟ କୌଣସି ଅର୍ଥ  ନଦେଇ  ଝିଅକୁ ନେଇଁ ତାଙ୍କ ଘରେ  ରଖି  ଓଲଟି  ନିର୍ଯାତନା  ଦେଉଛନ୍ତି  l ପୁଣି କିଛି ମାସ ପରେ ସ୍ୱର୍ଗତ ଶ୍ରୀ ଦିଗାଲ ଙ୍କ ବୃଦ୍ଧା ମା ଙ୍କର ଆକ୍ସିଡେଣ୍ଟ ରେ ଗୋଡ଼ ଭାଙ୍ଗି ଗଲା ଯାହା ଫଳରେ ବୃଦ୍ଧା ମା ଟି ନାହିଁନ ଥିବା କଷ୍ଟ ଆଉଛନ୍ତି l ବୃଦ୍ଧା ମା ଙ୍କର ଏଭଳି ଅବସ୍ତାରେ ଶିକ୍ଷୟିତ୍ରୀ ବହୁ ଯାଇକି ବାପ ଘରେ ରହି ତାଙ୍କରି ଶିକ୍ଷକ ଶିକ୍ଷୟିତ୍ରୀ ବାପା ମା ଏବଂ ତାଙ୍କରି ମାମୁଁ  ଦୀନବନ୍ଧୁ ଓ ତାଙ୍କରି ଜଣେ ଶିକ୍ଷକ ଭାଇ  ସୁକାନ୍ତ  ସାହାଣି (ବୁନୁ ) ଙ୍କ କୁ ଚକ୍ରାନ୍ତ ରେ ଏବିଡ଼ିଓ ଙ୍କ ବାପା ମା ଙ୍କୁ ନାହିଁନ ଥିବା ନିର୍ଯାତନା ଦେଇ  ସର୍ବ ସମ୍ମୁଖରେ  ଅପମାନିତ କରିଚାଲି ଛନ୍ତି l ଏପରି କି ଏବିଡ଼ିଓ ଙ୍କର ବୃଦ୍ଧ ବାପା ମା ଙ୍କ ନାମରେ ଜାଲିଆତି କରି କୋର୍ଟବଣ୍ଡ ପେପର୍ ରେ ସମସ୍ତ ଅର୍ଥ ଏବଂ ସମସ୍ତ ସମ୍ପତି ଘରଦ୍ୱାର ବହୁ ଶୁଭଲଷ୍ମୀ ନାମରେ କରିଦେବାର ଘଟଣା ସାମ୍ନା କୁ ଆସିଲା l ଶିକ୍ଷୟିତ୍ରୀ ବହୁ ଏଭଳି ଜାଲିଆତି କରିଥିବା ଘଟଣା ଏବିଡ଼ିଓ ଙ୍କ ବାପା ମା ଶିକ୍ଷୟିତ୍ରୀ ବହୁ ଙ୍କୁ କହିବାରୁ ଶିକ୍ଷୟିତ୍ରୀ ବହୁ ଜଣଙ୍କ ବୃଦ୍ଧ ବୃଦ୍ଧା ଶାଶୁ-ଶଶୁର ଙ୍କୁ ସମସ୍ତ ଙ୍କ ସମ୍ମୁଖରେ ଧକ୍କା ମାରିଛନ୍ତି ଯାହାରକି ଭିଡ଼ିଓ ଫୁଟେଜ୍ ସାମ୍ବାଦିକ  କୁନା  ଦିଗାଲ ଙ୍କ ନିକଟରେ  ଅଛି l ମୋ ବହୁ ଏବଂ ତାଙ୍କର ବାପା ମା ଆଉ ତାଙ୍କର ଶିକ୍ଷକ ଭାଇ ଓ ମାମୁଁ ସମସ୍ତେ ମିଶି ମୋର  ଗୋଟିଏ ବୋଲି ସୁ ପୁତ୍ର କୁ ସମ୍ପତି ହଡ଼ପ୍ କରିବା ନିମନ୍ତେ ଷଡ଼ଯନ୍ତ୍ର କରି ଜୀବନରେ ମାରିଛନ୍ତି ବଲି ସନ୍ଦେହ କରି ଆଇନ୍ ର ଆଶ୍ରୟ ନେଵା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଛନ୍ତି l  ଶିକ୍ଷୟିତ୍ରୀ ମା ପୁଅର ଜନ୍ମ ବାର୍ଷିକ ପାଳନ ନ କରି ସେ ଯାଇ ନିଜ ବାପ ଘରେ ରହୁଥିବାରୁ  ନାତି  ନାତୁଣୀ କୁ ନେଇଁ  ନାତିଆ  ର ଜନ୍ମଦିନ ର ବାର୍ଷିକ ଉତ୍ସବ ବଡ଼ ଧୂମ୍ ଧାମ୍ ରେ ଜେଜେ ବାପା ଜେଜେ ମା ପାଳନ କରିଥିବା ଦେଖିବାକୁ ମିଳିଛି  l ଏହି ଜନ୍ମଦିନ ଉତ୍ସବ ରେ  ନାତି ନାତୁଣୀ ଦୁହେଁ  ବେସ୍ ଖୁସିବ୍ୟକ୍ତ ହେଇ କେକ୍ କାଟି ଉଭୟ ଭାଇ ଭଉଣୀ  ପରସ୍ପର କୁ ଖୁଆଇ ଵା ସହିତ ଜେଜେ ବାପା ଜେଜେ ମା ଙ୍କ ଆଶୀର୍ବାଦ ଲାଭ କରିଥିଲେ l

Post a Comment

Previous Post Next Post