ଉତ୍କଳ ରତ୍ନ ବାରିଷ୍ଟର ବିଶ୍ଵନାଥ ମିଶ୍ର ଙ୍କ ଜୟନ୍ତୀ ସହ ବରିଷ୍ଠ ଆଇନଜୀବିଙ୍କ ଜନ୍ମ ଦିନ ଇଣ୍ଟାକ ତଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ତରଫରୁ ପାଳିତ

 


(  ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )                       

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଉତ୍କଳ ରତ୍ନ ବାରିଷ୍ଟର ବିଶ୍ଵନାଥ ମିଶ୍ର ଙ୍କ ଜୟନ୍ତୀ ସହ ବରିଷ୍ଠ ଆଇନଜୀବି ଡ.ସୁଧାଂଶୁ ପତି ଙ୍କ ଜନ୍ମ ଦିନ ଭାବା ନଗର୍ ଠାରେ ଇଣ୍ଟାକ ତଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଆର୍ଟ ଆଣ୍ଡ କଲ୍ଚର ହେରିଟେଜ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ  ଗଞ୍ଜାମ ଜିଲ୍ଳାର ପଯ୍ୟଟନ ର ବିକାଶ ନେଇ ଆଲୋଚନା କରାଯାଇଥିଲା।  ସମାଜସେବୀ ତଥା ଇତିହାସ ଗବେଷକ ଭେଙ୍କଟ ବିହାରୀ ପ୍ରହରାଜ  ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରଞ୍ଜିତ ପଟ୍ଟନାୟକ, ସନ୍ତୋଷ ଦାଶ, ଦିବାକର ପାଣିଗ୍ରାହି, ପ୍ରଶାନ୍ତ କୁମାର ମହାପାତ୍ର ,ନିତ୍ୟାନନ୍ଦ ରାଓ, ବ୍ରହ୍ମ ବିହାରି ପଣ୍ଡା, ବିଚିତ୍ର ପଟ୍ଟନାୟକ ଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।ଶେଷରେ ଯୁବ ସଂଯୋଜକ ସୁଶିଲ କୁମାର୍ ପାଢି ଧନ୍ୟବାଦ୍ ଦେଇଥିଲେ ।

Post a Comment

Previous Post Next Post