(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ରାଜ୍ୟ ଅତିଥି ଭବନ ଠାର ରାଜସ୍ୱ ଓ଼ ବିପର୍ଯୟ ପରିଚାଳନା ମନ୍ତ୍ରୀ ଆଦରଣିୟ ଶ୍ରୀ ସୁରେଶ ପୂଜାରୀଙ୍କୁ ଓଡିଶାର ଜମି ଜମା ଗ୍ରାମକଣ୍ଠ ପରମ୍ବକ ଭୂମିର ଘରବାରୀ ପଟା ପ୍ରଜା ମାନଙ୍କୁ ବଣ୍ଟନ, ଓଡିଶାରେ ଭୁବନ୍ଦବସ୍ଥ, ଜମି ମୂଲ୍ୟୟନ, Banch ମାର୍କ Valuation, କିସମ ପରିବର୍ତନ ଛକଜମିର ବିଭକ୍ତିକରଣ, ଆଦି ବହୁ ବିଧ ସମlସ୍ୟା ସମାଧାନ କରିବା ପାଇଁ, ଅବିଭlଜିତ ଗଞ୍ଜାମ ଜ଼ିଲ୍ଲା ବିଜେପିର ପୂର୍ବତନ ସଭାପତି, ତଥା କେଶରୀୟ ଜାଗୃତି ମଞ୍ଚର ଓଡିଶା ପ୍ରହlରୀ ଶ୍ରୀ ପଦ୍ମ ଚରଣ ଦାସ, ସମାଜସେବି ଆଡ଼ଭୋକେଟ ଶ୍ରୀ ବିନୋଦ କୁମାର ପାଣିଗ୍ରାହୀ, ଶ୍ରୀ ଲଷ୍ମୀ ଚରଣ ପଣ୍ଡା, 300 ପୃଷ୍ଠା ସମ୍ବଳିତ ନଥିପତ୍ର, ଓ଼ ବିଭିନ୍ନ ଲୋକହିତକର ପ୍ରସ୍ତାବ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ସମସ୍ତ ବିଷୟରେ ଅବଗତ ହୋଇ ରାଜ୍ୟସରକାର ନିଶ୍ଚିତ ଉଚିତ ପଦକ୍ଷ୍ୟପ ନବାକୁ ପ୍ରତିଶ୍ରୁତି ଦେଇ ଥିଲେ, ଶେଷରେ କବିସୂର୍ଯ୍ୟ ନଗର ବିଧାୟକଙ୍କୁ ସାକ୍ଷାତ କରି,ଗଞ୍ଜାମ ଜ଼ିଲ୍ଲା ର ଯୌଗଡ଼ ର ଶିଳା ସ୍ମlରିକ, ଏଇତିହକୁ ନେଇ ଏକ ମହୋଶ୍ଚବ କରି, ଗବେସକ ସହିତିକ, କବି, ସମାଜସେବୀ, ପତ୍ରକାର,ଏଇତିହା ସିକ, ମାନଙ୍କୁ ସନମାନ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ, ଆଗାମୀ ବିଧାନ ସଭା ଅଧିବେଶନ ରେ ମୁଁ ନିଶ୍ଚିତ ବହୁବିଧ ସମlସ୍ୟା ର ପ୍ରଶ୍ନ ଉପସ୍ଥାପନା କରିବି ବୋଲି କହିଥିଲେ l


