ବ୍ରହ୍ମପୁର ଟ୍ରାଫିକ ସମାସ୍ୟା ର ସମାଧାନ ପାଇଁ, ଫ୍ଲାୟ ଓ଼ବେର ଆବଶ୍ୟକ ନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା କୁକୁଡାଖଣ୍ଡି ବ୍ଲକ, ଲୋଚାପଡ଼ା ବିଗତ ସରକାର ଅମଳରେ ଗଞ୍ଜାମ ଜ଼ିଲ୍ଲା ବ୍ରହ୍ମପୁର ମହାନଗରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋପାଳପୁର ନିର୍ବାଚନ ମଣ୍ଡଳୀ NH 16 ରଘୁନାଥ ପୂର ଠାରୁ ଶାତଖୁଣ୍ଟୁଣି ପଞ୍ଚଯାତ ଝାଡାଙ୍କୁଲି ଦେଇ, ଲୋଚାପଡା ପଂଚାୟତ ପାଣିମହାପ୍ରଭୁ ନିକଟରେ ଏକ ଓ଼ଭର ବ୍ରିଜ଼,ରାସ୍ତା ଦ୍ରୁତଗତି ରେ ଆଗଇ ଚାଲିଛ, ଉକ୍ତ ରାସ୍ତା ନିମଖଣ୍ଡି ଜଗଦଳପୁର ଦେଇ ରାତନପୁର, SMIT MBA, କଲେଜ ନିକଟରେ, ଗୋପାଳପୁର, ରାୟପୁର ରାସ୍ତା କୁ ସଂଯୋଗ କରିବ, ଗ୍ରାମାଞ୍ଚଳ ଓ ସହର ଅଂଚଳ ରେ ଖୁସିର ଲହର ଲାଗିରହିଛି, ଏହି ରାସ୍ତା ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେଲେ, ବ୍ରହ୍ମପୁର ମହାନଗର ଭିତରେ ଚାଲୁଥିବା ଯାନ ବହନ, ଟ୍ରାଫିକ ସମାସ୍ୟା କିଛି ପରିମାଣ ରେ ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି, ବ୍ରହ୍ମପୁରର ଗୁରୁତର ଟ୍ରାଫିକ ସମlସ୍ୟା କୁ ଗୁରୁତର ଭାବରେ ଚିନ୍ତା କାରୀ ପ୍ରଶାସନ ଏକ ପ୍ରୋଜେକଟ ରିପୋର୍ଟ Hydrabad ହଇଦ୍ରାବାଦ, ଢାଞ୍ଚା ରେ ଆସ୍କା ରୋଡ ଗଟେବଜ଼ାର, ସିଟି ହସ୍ପିଟାଲ ରୋଡ,ଖଲିକୋଟ କଲେଜ ଛକ, ଗିରିରୋଡ, ଟାଟା ବେଞ୍ଜି, କମାପଲି, କୋର୍ଟ ପେଟା ପର୍ଯ୍ୟନ୍ତ ନିର୍ମାଣ କଲେ କେତେକାଅଂଶ ରେ ଗହଳି କୁ ନୀୟନ୍ତ୍ରଣ କରାଯାଇପାରିବ ବୋଲି କେତକ ସମାଜସେବୀ,  ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳୁଛି, ତେଣୁ, ଓଡିଶା ସରକାର ଙ୍କ ନଗରଉନୟନ ବିଭାଗ, ଜାତୀୟ ରାଜମାର୍ଗ ପ୍ରାଧିକରଣ ବିଭାଗକୁ, ବ୍ରହ୍ମପୁର ମେୟାର,ସ୍ଥାନୀୟ ସଂlସଦ ବିଧାୟକ, ଶ୍ରଦ୍ଧା ଓ ସନମାନର ସହ ଏହି ପ୍ରସ୍ତାବକୁ ବିସ୍ତୃତ ଭାବରେ ଆଲୋଚନା କରି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କଲେ ଗଞ୍ଜାମ ଜ଼ିଲ୍ଲା ସହିତ ଦକ୍ଷିଣ ଓଡିଶାର 8 ଟି ଜ଼ିଲ୍ଲା ର ଜନସାଧାରଣ ଉପକୃତ ହେବେ.... I

Post a Comment

Previous Post Next Post