ଭିଡିଓ ଆଲବମ "ତୁ ମୋ ନାୟିକା"ର ଉନ୍ମୋଚନ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁରମୋ ନିୟୁଜ ଓଡିଶା -ବ୍ରହ୍ମପୁର ର ହୋଟେଲ ସତ୍ୟ ସାଇ ଠାରେ ଭିଡିଓ ଆଲବମ  ତୁ ମୋ ନାୟିକା"ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଓଲିଉଡ ନିର୍ଧେଶକ ଶିବା ସତ୍ୟମ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଲବମ କୁ ଉନ୍ମୋଚନ କରିଥିଲେ।

ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସୁଦୀପ ସାହୁ, ଶାନ୍ତନୁ କୁମାର ରଣା,ଯେ.ଲକ୍ଷ୍ମଣ ,ଯୋଗ ଦେଇଥିଲେ।

ପ୍ରଯୋଜକ ବି.ରାମ ବାବୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ଏଥିରେ ଜ୍ୟୋତି ବାବୁ  ଓ ପ୍ରିୟଙ୍କା ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ବେଳେ ।କଣ୍ଠ ଦାନ କରିଛନ୍ତି ଏସ. ଜିତୁ,ସୌଜନ୍ୟା ରଥ।ସଙ୍ଗୀତ ସଂଯୋଜନା କରିଛନ୍ତି ସୁଶାନ୍ତ, ଗୀତ ଲେଖିଛନ୍ତି, ରାଧାନାଥ ଓଝା ।

ଆଗାମୀ ଦିନରେ ସ୍ଥାନୀୟ ପ୍ରତିଭା କୁ ସୁଯୋଗ ଦିଆଯିବ ବୋଲି ଜ୍ୟୋତି ବାବୁ କହିଛନ୍ତି।

Post a Comment

Previous Post Next Post