(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପୁରୁଷୋତ୍ତମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନଙ୍କୁ ଓଡିଶା ସରକାରଙ୍କ ତରଫରୁ ସ୍ୱଚ୍ଛ ସାଥିଙ୍କ ମାସକୁ ଦରମା ୪ ହଜାର ଟଙ୍କା ଏବଂ ସୁପରଭାଇଜର ମାନଙ୍କୁ ୮ ହଜାର ଟଙ୍କା ପ୍ରଦାନ କରାଯାଉଅଛି l ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନେ ଉଭୟେଙ୍କ ମିଳିତ ଭାବେ ସକାଳ ୭ଟା ସମୟରୁ ୦୭ନିଜର ନିତୀୟକର୍ମ ସାରି ସହର ଗଳିକନ୍ଦୀ ବୁଲି ପ୍ରତେକ ଘର ଲୋକଙ୍କୁ ଶୁଖୁଲା ଓ ଔଦା ଅଳିଆ ଆବର୍ଜନାକୁ ଅଲଗା ଅଲଗା କରି କଲେକ୍ସନ କରି ଟାଟା ଏସି ଗାଡ଼ିରେ ପକାଇବା କୁ ଲୋକଙ୍କୁ ସଚେତନତା କରି ଅଳିଆ ସଂଗ୍ରହ କରିଥାଉ l ଏହା ସହିତ ପ୍ରତେକ ଘରେ ଘରେ ବୁଲି ୟୁଜେର ଫିଜ ଅସୁଲ ଅରିଥାଉ କିନ୍ତୁ ପରିତାପର ବିଷୟ ଯେ ଆମ୍ଭେ ୬ ବର୍ଷ ଧରୀ ଏହି କାର୍ଯ୍ୟ କରିଆସୁଅଛୁ l ତେଣୁ ଆମ୍ଭ ମାନଙ୍କର ଦରମା ଡେଲିଲେ୍ୱର ହିବାସ ରେ ଦରମା ପ୍ରଦାନ କରିବାକୁ ଓଡିଶାରେ ନୂତନ ସରକାରଙ୍କ ପାଖରେ ଆଶା ରଥି ସ୍ୱଚ୍ଛ ସାଥି ଓ ସୁପରଭାଇଜରଙ୍କର ଦରମା ବଢାଇବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l


