(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ରବିବାର ଦିନ ଟେକ୍ନିକାଲ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ମହାପାତ୍ର ଓ କ୍ରୀଡା ଶିକ୍ଷକ ତଥା ଏନ୍. ସି. ସି. ଅଫିସର୍ ଶ୍ରୀ କୈଳାସ ଗୌଡ଼ ଙ୍କ ପ୍ରଚେଷ୍ଟା ରେ ଏନ . ସି.ସି (ନାଭାଲ ୱିଂ)ର କ୍ୟାଡେଟ ମାନଙ୍କୁ ନେଇ ଟେକ୍ନିକାଲ ହାଇ ସ୍କୁଲ ପ୍ରାଙ୍ଗଣ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ହିନ୍ଦି ଶିକ୍ଷକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ମଧ୍ୟ ସହଯୋଗ କରିଥିଲେ।
Tags:
ଆଞ୍ଚଳିକ


