ଲେବର୍ କୋଅପରେଟିଭ ସୋସାଇଟି ପକ୍ଷରୁ କୋଦଳାରେ ଗ୍ରୋସରୀ ମାର୍ଟ ର ଶୁଭାରମ୍ଭ

 

କୋଦଳା ମୋ ନିୟୁଜ ଓଡିଶା 

ଶ୍ରମିକ ସମବାୟ ସମିତି ଦ୍ବାରା ଅନୁବନ୍ଧିତ ଓଡ଼ିଶା ଲେବର୍ କୋଅପରେଟିଭ ସୋସାଇଟି ତରଫରୁ କୋଦଳା ଠାରେ ଏକ ଗ୍ରୋସରୀ ମାର୍ଟ ର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଉଦଘାଟନ କାର୍ଯ୍ୟକ୍ରମରେ ଆଡ଼ିଶିନାଲ ସେକ୍ରେଟାରୀ

ଜତୀନ ମେହେର, ନେସନାଲ ସିଇଓ ସରଦେନ୍ଦୁ ସାମନ୍ତରାୟ ସିଇଓ ସୁରେନ୍ଦ୍ର ସେଠୀ, ଆଡିସିନାଲ ସିଇଓ ଟୁନା ସେଠୀ, 

ଜିଲ୍ଲା ଏରିଆ ମ୍ୟାନେଜର ଯୋଗେନ୍ଦ୍ର ସେଠୀ, କୋଦଳା ଏନ୍ଏସି ବ୍ରାଞ୍ଚ ମ୍ୟାନେଜରସାରଥି ନାୟକ, ଆଡିସିନାଲ ବ୍ରାଞ୍ଚ ମ୍ୟାନେଜର ଜଗନ ସେଠୀ, ଆଡିଶିନାଲ ବ୍ରାଞ୍ଚ ମ୍ୟାନେଜର, ଚରଣ ନାୟକ ଯୋଗଦେଇ ଥିଲେ। ସାଧାରଣ ବର୍ଗର ମହିଳା ମାନଙ୍କ ପାଇଁ ଆର୍ଥିକ ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଉକ୍ତ ସୋସାଇଟି ପକ୍ଷରୁ ଉକ୍ତ ମାର୍ଟ ଖୋଲା ଯାଇଥିବା ବେଳେ ବେଶ୍ ସହାୟକ ହୋଇ ପାରିବ ବୋଲି କୁହାଯାଇଛି। ଏହି ଅବସରରେ ବହୁ ମହିଳା ଫିଲ୍ମ ଓ୍ବାରକର୍ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post