ସୀତାପୁର ପଞ୍ଚାୟତ କାର୍ଯାଳୟ ରେ ସାମାଜିକ ସମୀକ୍ଷା ଗ୍ରାମ ସଭା ରେ ଆଜି ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବାର୍ଦ୍ଧକ ଭତ୍ତା ବଣ୍ଟନ କରିଥିଲେ.

 


ଗଜପତି ମୋ ନିୟୁଜ ଓଡିଶା (୧୮/୭/୨୦୨୪

କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ କାର୍ଯାଳୟ ରେ ସାମାଜିକ ସମୀକ୍ଷା ଗ୍ରାମ ସଭା ରେ ଆଜି ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବାର୍ଦ୍ଧକ ଭତ୍ତା ବଣ୍ଟନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର ରାଓ, କାଶୀନଗର ବ୍ଲକ ଅଧକ୍ଷା ଵାଲା ସାଇଆମ୍ମା,ଉପାଧ୍ୟକ୍ଷ ଏସ କଲ୍ୟାଣୀ ପ୍ରମୁଖଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା. ଏହି ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତର ପ୍ରାୟ 20 ଜଣଙ୍କୁ ବଣ୍ଟା ଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ ।

Post a Comment

Previous Post Next Post