ବିଜେଡିର ସାମ୍ବାଦିକ ସମ୍ମିଳନୀ, ପ୍ରଦୀପଙ୍କ ବିରୁଦ୍ଧରେ ଗର୍ଜିଲେ ତୁମ୍ବନlଥ

( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବିଜେଡି ତାରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଗଜପତିନଗର ସ୍ଥିତ ବିଜେଡିର ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତୁମ୍ବନlଥ ପଣ୍ଡା ବିଜେପିର ସଂସଦୀୟ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ନେଇ ସମାଲୋଚନା କରିଥିଲେ। କରୋନl ସମୟରେ ସେ କିଭଳି ଭାବରେ ଫ୍ଲାଇଟରେ ପରିବାର ସହ ବୁଲୁଥିଲେ, ତାକୁ ନେଇ ଗଣମାଧ୍ୟମ ନିକଟରେ ପ୍ରକାଶ କରି ସେଭଳି ବ୍ୟକ୍ତି ଆଜି ବିଜେଡ଼ି ବିରୁଦ୍ଧରେ କହିବା ଦୁର୍ଭାଗ୍ୟ ଜନକ। ତେଣୁ ତାଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଉଚିତ ଜବାବ ଦେବlକୁ ଅନୁରୋଧ କରିଥିଲେ।

Post a Comment

Previous Post Next Post