ବରୁଥିନୀ ଏକାଦଶୀ ଥିବାରୁ ସିଦ୍ଧ ବଳଦେବଜୀଉଙ୍କ ବିଶେଷ ପୂଜା


 ମୋ ନିୟୁଜ କୋଦଳା 


ଢେଙ୍କାନାଳ କୈବଲ୍ୟ ବଜାର  ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ବରୁଥିନୀ ଏକାଦଶୀ ତିଥି ଥିବିରୁ ବିଶେଷ ପୂଜାର୍ଚ୍ଚନା କରାଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ଫଲ ହାର ତୁଳସୀ ହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା ମଧ୍ୟାହ୍ନ ରେ ଅର୍ନ ଧୂପ ସନ୍ଧ୍ୟା ରେ ଆଳତି ରାତ୍ରରେ ରାତ୍ର ଧୂପ, ଏକାଦଶୀ ବେଢ଼ା, ମହାଦୀପ ଉଠିବା ପରେ ପହଡ଼ ପଡିବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର,ପାଳିଆସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜାମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି ବରୁଥିନୀ ଏକାଦଶୀ ନିତି ପାଳିତ ହୋଇଯାଇଛି

Post a Comment

Previous Post Next Post