ଭାରତ ନିର୍ବାଚନ କମିଶନଙ୍କ ଦ୍ବାରା ନିୟୋଜିତ ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଶ୍ରୀଯୁକ୍ତ ଗନ୍ଧମ୍ ଚନ୍ଦୃଡୁ, ଭାପ୍ରସେ, ପରିଚାଳକ ନିର୍ଦ୍ଦେଶକ,


ମୋ ନିୟୁଜ ଓଡିଶା 

ଭାରତ ନିର୍ବାଚନ କମିଶନଙ୍କ ଦ୍ବାରା ନିୟୋଜିତ ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଶ୍ରୀଯୁକ୍ତ ଗନ୍ଧମ୍ ଚନ୍ଦୃଡୁ, ଭାପ୍ରସେ, ପରିଚାଳକ ନିର୍ଦ୍ଦେଶକ, ସ୍ଵଚ୍ଛ ଆନ୍ଧ୍ର ନିଗମ, ଆନ୍ଧ୍ରପ୍ରଦେଶର ଗଜପତି ଜିଲ୍ଲାରେ ନିର୍ବାଚନର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି ଯଦି କୌଣସି ପ୍ରକାର ଆପତ୍ତି ଅଭିଯୋଗ ଥାଏ, ତେବେ ଯେ କୌଣସି ବ୍ୟକ୍ତି ନିର୍ବାଚନ ସମ୍ବନ୍ଧୀୟ ବିଷୟ ବସ୍ତୁକୁ ନେଇ 81442-11205 ମୋବାଇଲ୍ ନମ୍ବରରେ କିମ୍ବା Room No-5, Circuit House, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ଠିକଣାକୁ ଆସି ଯୋଗାଯୋଗ କରିପାରିବେ । ସାଧାରଣ ନିର୍ବାଚନ ପକ୍ରିୟାକୁ ମୁକ୍ତ ,ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ସମସ୍ତେ ନିଜର ଦାୟିତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Post a Comment

Previous Post Next Post