ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଗୋପାଳପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ଅନୁଶାସନ ରେ ଅନୁପ୍ରାଣିତ ହୋଇ ବିଜେପି ର କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ତୁମ୍ବେଶ୍ୱର ନାୟକ, OBC ମୋର୍ଚ୍ଚା ରା ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ ସାହୁ ତତସହିତ ବହୁ BJP କର୍ମୀ ତଥା ଅସୀମ ପ୍ରଧାନ, ଲିପୁ ଗୋତୁଳା ,ଜଗନ୍ନାଥ ପାଣିଗ୍ରାହି, ଭାଗିରଥି ପାଣିଗ୍ରାହୀ ବିଜୁ ଜନତା ଦଳ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱ ରେ ବିଜେପି ଛାଡି ବିଜେଡିରେ ସାମିଲ ହେଲେ. I

Post a Comment

Previous Post Next Post