(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସଇ ) ପକ୍ଷରୁ ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ସ୍ଥାନୀୟ ଗୁଡ୍ସ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ପରୀକ୍ଷା ଫଳକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଖୁସି ବ୍ଯକ୍ତ କରିଛନ୍ତି । ଏହି ପରୀକ୍ଷା ଫଳକୁ ଦୁଷ୍ଟିରେ ରଖି ବିଦ୍ୟାଳୟରେ ଏକ ସମ୍ଵର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ଦଶମ,ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର, ଅଧ୍ୟକ୍ଷ ସୁନୀଲ ବଡପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ଏବଂ କେକ୍ କାଟି ଅଭିନନ୍ଦନ ଜଣାଇ ଥିଲେ । ବିଦ୍ୟାଳୟର ଦଶମ ଶ୍ରେଣୀରେ ଆୟୁଷ୍ମାନ ରଥ 95 .4 ,ଭାଗ୍ଯଶ୍ରୀ ନାହାକ 94.4 ,ସ୍ମୁତୀ ଶିବାନନ୍ଦ ଜେନା 94 ,ଅନୀଶ କୁମାର ପାଢୀ 93.6 , ଶିଭମ ମହାରଣା 93.2 , ଅର୍ପଣା ନାୟକ 92.8 , ରଶ୍ମୀରେଖା ପାତ୍ର 92.4 , ଅମିତ କୁମାର ପଣ୍ଡା 92.2 , ଅଂଶୁମାନ ସାହୁ 92 ,ସୋନାଲୀ ଆଚାର୍ଯ୍ଯ 90.8 , ଅଂଶୁମାନ ସାହୁ 90.2 ୯୦ ପ୍ରତିଶତ ମାର୍କ ରଖି ରଖିଛନ୍ତି । ସେହିପରି ବିଦ୍ୟାଳୟର ଅଭିନଭ ମିଶ୍ର 96.4 ,ଅଂଶୁମାନ ସାହୁ 92.6 , ସୋହନ ଦାଶ 92 , ବିଦିଶା ନନ୍ଦ୍ଯଦା 88.8 , କାମାକ୍ଷୀ ପ୍ରସାଦ ଦାଶ 88.4 , ଅନିରୁଦ୍ଧ ପଣ୍ଡା 87 .8 , ସୋନମ ପ୍ରୀୟା ଗଉଡ 87.2 ,ଦିବ୍ଯେଶ ପାତ୍ର 85.4 , ହାମସାନୀ ଶାନ୍ତି ଏନ 85.2 , ବିଦ୍ୟାନାଥ ମଣ୍ଡଳ 84.8 , ମାର୍କ ରଖି ବିଜ୍ଞାନ ବିଭାଗରେ ପ୍ରଥମ ଦଶ ଜଣଙ୍କ ମଧ୍ଯରେ ସ୍ଥାନ ପାଇଛନ୍ତି । କମର୍ସ ବିଭାଗରେ ସୌରଭ ସ୍ବାଇଁ 92.4 , ଦୀପକ ଚନ୍ଦ୍ର ନାୟକ 77.4 , ତେପାଲା ଗାୟତ୍ରୀ 71.4 , ସନ୍ତୋଷ ମହାରଣା 71.4 ,ରବିନ୍ଦ୍ର କୁମାର ଡାକୁଆ 70.6 , ଗୌରୀଶଙ୍କର ପାତ୍ର 70.6 , ଭି କାର୍ତିକ ରେଡି 67 ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।