ବାର୍ଷିକ ଅଧିବେଶନ ପାଇଁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ମହାସଂଘ ଗଂଜାମଜିଲ୍ଲାର ପ୍ରସ୍ତୁତି ବୈଠକ।*


ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା୨୩.୦୩.୨୫ ରିଖରେ ବ୍ରହ୍ମପୁରର ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ରାଜ୍ୟଅବସରପ୍ରାପ୍ତ କର୍ମଚାରୀ ମହାସଂଘ , ଗଂଜାମ ଜିଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକରେ ସଂଘର ସଭାପତି ଡି.ମୋହନ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ରାଓ ଆସନ୍ତା ୩୦.୦୩.୨୫ ତାରିଖଦିନ ଗଂଜାମ ଜିଲ୍ଲାର ବାର୍ଷିକ ଅଧିବେଶନପାଇଁ ଏହା ପ୍ରସ୍ତୁତି ବୈଠକର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ପ୍ରଥମେ ସଂଗଠନର ସମ୍ପାଦକ  ଶଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। 

ସଂଗଠନର ୯ ଦଫା ଦାବୀ ମୁଖ୍ୟଦାବି ପେନସନର ମାନଙ୍କୁ ଚିକିତ୍ସା ଭତ୍ତା ବା ଚିକିତ୍ସା ସୁବିଧା ଯୋଗାଇବା ଓ ବରିଷ୍ଠ ନାଗରିକଙ୍କୁ ରେଳରେ ଆଗରୁ ମିଳୁଥିବା 50%ରିହାତି କୁ ପୁନଃ ପ୍ରଚଳନ କରିବା  ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଉପରେ  କୋଷଧକ୍ଷ ନିରାକାର ସାବତ , Asn ଗୁପ୍ତା, କେ.ନନ୍ଦେଷୁ ସେନାପତି,  ମହର୍ଷି ସିଂ, ଉପସଭାପତି ସହସ୍ରାନମ ପାଠୀ, ସମ୍ପାଦକ ଶଙ୍କର୍ଷଣ ପାତ୍ର ,ଡି.ଗୁରୁମୁର୍ତି ପାତ୍ର ବକ୍ତବ୍ୟ ରଖିଥିଲେ ଓ ଆସନ୍ତା ୩୦.୦୩.୨୫ ତାରିଖରେ ହେବାକୁ ଥିବା ଗଂଜାମ ଜିଲ୍ଲାର ବାର୍ଷିକ ଅଧିବେଶନରେ ବହୁଳ ସଂଖ୍ୟା ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କି କି ଆନ୍ଦୋଳନାତ୍ମକ କାର୍ଯ୍ୟମାନ ହାତକୁନେବା ସ୍ଥିର କରାଯିବ ବୋଲି କହିଥିଲେ। 

ରମାନନ୍ଦ ଚୌଧୁରୀ, ରାମଚନ୍ଦ୍ର ବେହେରା,ବଂଶୀଧର ପଣ୍ଡା ପ୍ରଦୀପ କୁମାର ଚୌଧୁରୀ, ଟି.ଯୋଗେଶ୍ୱର, ମନୋରଞ୍ଜନ ସାହୁ, ପ୍ରମୋଦ କୁମାର ବେହେରା, ବଳରାମ ମାଝି, ସୀମାଞ୍ଚଳ ପାଢ଼ୀ, ପ୍ରମୋଦ କୁମାର ବେହେରା, ରାମ ଚନ୍ଦ୍ର ମହାନ୍ତି, ସୁବାଷ ଚନ୍ଦ୍ର ସାହୁ,ବି.ରଙ୍ଗା ପାତ୍ର, ଦୁର୍ୟୋଧନ ସାହୁ,ଡି.ଆର. କାଳିଆ, କେଶବ ଗୌଡ଼, ପ୍ରଭାକର ସାବତ, ଉଦୟନାଥ ଚୌଧୁରୀ, ଏମ୍.ନରସିଂହ,

ଡି. ଦଣ୍ଡପାଣି ରେଡି, ,ସନ୍ତୋଷ କୁମାର ସାହୁ, ବଳରାମ ସାହୁ, କୈଳାଶ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ମଲ୍ଲିକ, ବିଜୟ କୁମାର ପଣ୍ଡା,  ସେଫଳି ଦାସ, ବସନ୍ତ କୁମାର ପାତ୍ର, H.D.ରେଡ୍ଡୀ, ପ୍ରଫୁଲ୍ଲ ଚନ୍ଦ୍�


Post a Comment

Previous Post Next Post