କନ୍ଧମାଳ ମୋ ନିୟୁଜ ଓଡିଶା :୦୨/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ସରକାର ଅଞ୍ଚଳର ଗମନାଗମନ ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଓ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ପାଣ୍ଠି ଅନୁସାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ କିଛି ମଧ୍ୟମ କର୍ମଚାରୀ ମାନଙ୍କ ଯୋଗୁଁ ରାସ୍ତା ଗୁଡିକ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ଏହି ରାସ୍ତାଟି ୨୦୧୯ ମସିହାରୁ ନିର୍ମାଣ ହୋଇ ଥିବା ବେଳେ ବର୍ତ୍ତମାନ ପିଚୁ ଉଠି ଖାଲ ଖମା ହୋଇ ପିଚୁ ଗୁଡିକ ଏଣେ ତେଣେ ପଡି ରହିଥିବାରୁ ଯିବା ଆସିବା ପାଇଁ ବହୁ ଅସୁବିଧା ହେବା ସହିତ ଦୁର୍ଘଟଣା ଶିକାର ହେଉଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ମରାମତି କରିବାକୁ ଦଳପଡା ଅଞ୍ଚଳର ବୁଦ୍ଧି ଜୀବି ମହଲରୁ ଦାବି ହେଉଛି ।
Tags:
ଆଞ୍ଚଳିକ