(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଉତକର୍ଷ ଓଡିଶା,ବନାମ ବିକଶିତ ଭାରତ ଗୀତlବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ lଶ୍ରୀମତୀ ନିର୍ମଳା ସୀତାରାମଣ ଭାରତର ଅର୍ଥ ମନ୍ତ୍ରୀଙ୍କ ନିକଟକୁ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ଓ ବ୍ୟାଙ୍କ ଋଣରେ 40% ସବସିଡ ବ୍ୟବସ୍ଥା କରିବାକୁ, ପୁନଃ ନିବେଦନ,ଆବାଦୀ,ପତିତ ଅନାବାଦୀ, ଅବ୍ୟବସ୍ଥା ଘରରେ ଥିବା ଜଙ୍ଗଲ ଜମିକୁ OUAT ଛାତ୍ରୀ ଛାତ୍ର ମାନଙ୍କ ପାଇଁ 100 Acar farm house କରିବାକୁ ପ୍ରୋଛାହନ ଦିଅlଯାଉ, ଭୂମି ହୀନ କୁଶଳୀ କୃଷି ଓ କୃଷକ ମାନଙ୍କୁ ପ୍ରଶିକ୍ଷଣ ଦେଇ ସେହି ମାନଙ୍କୁ କୃଷି କାର୍ଯ୍ୟକ୍ରମ ରେ ଆଗ୍ରହ ସୃଷ୍ଟି କରାଯାଉ, କୃଷି ପ୍ରଧାନ ଦେଶରେ ଅର୍ଥନୀତିର ବିକାଶ ଓ କ୍ଷୁଦ୍ଧା ମୁକ୍ତି, ଆବାସ ମୁକ୍ତି ବସ୍ତ୍ର ମୁକ୍ତି ପାଇଁ କୃଷିଭିତିକ ଶିଳ୍ପର ଆବଶ୍ୟକ ସମଗ୍ର ପୃଥିବୀ ପାଇଁ l ଆମେ ଏହି କଥା କହିବାର ଓ ଲେଖିବାର କାରଣ, ଓଡିଶାରେ ପୂର୍ବଦୟର ସମ୍ଭାବନା ସମଗ୍ର ବିଶ୍ୱ ଆର୍ଥନୀତି କୁ ପ୍ରାଭିବିତ କରିବ l ବିଶ୍ୱର 16 ଟି ଦେଶର ପ୍ରତିନିଧି ଶିଳ୍ପପତି ଉତ୍କର୍ଷ ଓଡିଶା ସମିଳନୀରେ ଯୋଗ ଦାନ ଓ 17 ଲକ୍ଷ କୋଟି ନିବେସ,12 ଲକ୍ଷ 88 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ପ୍ରତିଶୃତି, ଗୁଜୁରାଟ ର ମେଗା food park କୁ 5 ବର୍ଷରେ 5 ଲକ୍ଷ୍ୟ କୋଟି, India AI Mission ରେ 10 ହଜାର କୋଟି ନିବେସ,କୃତ୍ରିମ ବୁଦ୍ଧିମତା, ( Artificial Intelligence ) ତଟ ସହିତ ଗ୍ରୀନ ଏନାର୍ଯୟୀ, କୃଷି ଭିତିକ ଶିଳ୍ପ ଉପରେ ପ୍ରାଧ୍ୟାନ୍ୟ, Steel, Manufacture, See food, ସମୁଦ୍ର ଜୀବ ମାନଙ୍କୁ ଖଦ୍ୟ ରେ ରୂପାନ୍ତର କରି ବୈଦେଶିକ ପୁଞ୍ଜି ସଂଗ୍ରହ ଲକ୍ଷ୍ୟ, ଓଡିଶା ରେ ପ୍ରଥମ ଥର ଫାର୍ମା, ଔଷଧ ତିଆରି କାରଖାନା ପ୍ରସ୍ତାବ ପାଇଁ 25 Acar ଜମି ପ୍ରଦାନ, ଓଡିଶାର ବନ୍ଦର ସହିତ railway ର ସଂଯୋଗ ପରିବହନ, ରପ୍ତାନି, ଆମଦାନୀ ପାଇଁ ପର୍ଯ୍ୟlପ୍ତ ସୁଯୋଗ ସୃଷ୍ଟି କରିବ, ବିଶେଷ କରି ପର୍ଯଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ,ଆମ ଓଡିଶାର ଜନସାଧାରଣ ପ୍ରଧାନ ମନ୍ତ୍ରୀଙ୍କ ମୋଦି ଗେରେଣ୍ଟି ଘୋଷଣା ମୁଖମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉତ୍କର୍ଷ ଓଡିଶାର ସଫଳତା ପାଇଁ ପ୍ରୟାସ ଦେଖି ବହୁତ ସ୍ବପ୍ନ ଦେଖିଲେଣି.. ଅଭିନନ୍ଦନ ମଧ୍ୟ ଦେଲେଣି, କାରଣ.. ସ୍ଥାନୀୟ ଯୁବକ ଓ ଯୁବତୀ lT Engineer,କୁଶଳୀ, ଅଣକୁଶାଳୀ, ଶ୍ରମିକ, ମାନେ ଚାକରି ପାଇଵାର ପତିଶୃତି ଇତ୍ୟାଦି, ଆମେ ଏଠାରେ ପ୍ରଶାସନକୁ ସତର୍କ କରାଇବା ପାଇଁ ଚାହୁଁଚୁ ଜେ ଆଗାମୀ ଭାବିଷ୍ୟତ ରେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଭଳି କେତକ ରାଜ୍ୟ ଏହି ନୀତି ଆପଣାଇ ଥିଲେ, କିନ୍ତୁ ସମ୍ପୃକ୍ତ ରାଜ୍ୟର ଉଚତମ ନ୍ୟାୟାଳୟ ଅନୁମତି ଦେଲାନାହିଁ, ଆଗରୁ ଓଡିଶା ସରକାର ନ୍ୟାୟିକ ବ୍ୟବସ୍ଥା ଉପରେ ଦୁରଦୃଷ୍ଟି ରଖନ୍ତୁ ଓ ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ଦିଅନ୍ତୁ, ଉତ୍ତର ପ୍ରଦେଶ ଭଳି, ମଦ କାର୍ଡ କରନ୍ତୁ, ଗୋଟିଏ ଆଧାର କାର୍ଡରେ କେତେବେଳେ କେତେ ମଦ ଏକାକୀ କିଣିପାରିବ ତା ଉପରେ ରୋକ ଲଗାନ୍ତୁ ପ୍ରବାସୀ ଭାରତୀୟ ସମିଳନି, ଉତ୍କର୍ଷ ଓଡିଶା, ଭଳି ଜାତୀୟ, ଅନ୍ତର୍ଜାତୀୟ ସ୍ରମିଳନି କରି, ପୃଥିବୀରେ ଓଡିଶାର ନୂତନ ପରିଚୟ ସୃଷ୍ଟି ହୋଇଛି, ତାହାକୁ ବଜାୟ ରଖିବା ଆମ ସମସ୍ତ ଙ୍କ ଦାୟତ୍ୱ ଓ କର୍ତଵ୍ୟl,ଏଠାରେ ଆମେ ମାନେପକାଇବୁ ଅତି ବିଶିଷ୍ଟ ବ୍ୟକ୍ତି, ଜେଉଁ ମାନକି ତାଙ୍କ ଜୀବନ କlଳ ମଧ୍ୟରେ ଓଡିଶା ର ବିକାଶ ପାଇଁ ବହୁତ ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରେ - 1-ବ୍ରହ୍ମଲିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ସଣାନନ୍ଦ ସରସ୍ବତୀ କହୁଥିଲେ ପୃଥିବୀରେ ଯତିକି ଖଣିଜ ସମ୍ପଦ ଅଛି ତାହାର 25 ଭାଗ ଓଡିଶା ରେ ଅଛି -2- ପ୍ରବାଦ ପୁରୁଷ କଳଙ୍ଗ ବୀର, ସ୍ବର୍ଗତ ବିଜୟlନନ୍ଦ ପଟନାୟକଙ୍କ ସମୟରେ, କଳିଙ୍ଗ ଟ୍ୟୁବସ, ସୁନାବେଡା ମିଗ କାରଖାନା, ପାରାଦ୍ୱୀପ ପୋର୍ଟ, ଆସିକା ଚିନି କଳ, ଚୌଦ୍ୱାର ପେପେର ମିଲ ଭଳି ଶିଳ୍ପ ଗଢିଉଠିଥିଲା.- 3 - ବରିଷ୍ଠ ସାହିତ୍ୟିକ ରାଜନୀତିର ଚାଣକ୍ୟ ସ୍ବର୍ଗତ ଜାନକୀ ବଲଭ ପଟନାୟକ 1000 ଦିନରେ 1000 ଶିଳ୍ପ ସ୍ଲୋଗାନ ଦେଇ କେତକ ଯୁବ ଶିଳ୍ପଦ୍ୟୋଗୀ ମାନଙ୍କୁ କର୍ମନିଯୁକ୍ତି ଦେଇଥିଲେ ଓ ପରିବହନ କ୍ଷେତ୍ର ରେ ବୈପ୍ଲବିକ ପରିବର୍ତନ ଆସି Unemployment Scheem ରେ ଓଡିଶାର ପ୍ରମୁଖ ସହରକୁ ବସ୍ ସେବା ଯୁବକ ମାନଙ୍କୁ ବ୍ୟାଙ୍କ ଋଣ ଦେଇ ସେ ମାନଙ୍କ ଅର୍ଥନଇତିକ ପ୍ରଗତି ସୃଷ୍ଟି କରିଥିଲେ, ଜଳସେଚନ ପାଇଁ ହୀରାକୁଦ ନଦୀବନ୍ଧ ଯୋଜନା ଭଳି ବହୁ ଯୋଜନା ହୋଇଛି କିନ୍ତୁ ତାହା ପର୍ଯ୍ୟlପ୍ତ ନୁହେଁ l ସାମୁଦ୍ରିକ ଗବେଶଣା,ମହାକାଶ ଯାନ,ଆନ୍ତରିକ୍ଷ, ଜଳବାୟୁ ପରିବର୍ତନ, ଇଣ୍ଟେରଣସନଲ ସ୍ପସ ଷ୍ଟେସନ, ଭଳି ବହୁ ସମ୍ବେଦନ ଶୀଳ ଚାଲଞ୍ଜ ଆମକୁ ସାମ୍ନା କରିବାକୁ ପଡିବ l ଅତୀତରେ ଜଙ୍ଗଲ, ଜମି,ବିଦୂତ,ପାଣି,ପାଇଁ ନ୍ୟୟିକ ବ୍ୟବସ୍ଥା ଭଳି ବହୁ ଅସୁବିଧା ସମ୍ମୁଖୀନ ଯୋଗୁ ପାସ୍କୋ, Tata, ବେଦାନ୍ତ ଭଳି ବହୁ ଶିଳ୍ପପତି ଓଡିଶା ରେ ଶିଳ୍ପ ପ୍ରତିଷ୍ଠା କରିନପାରି ମୁହଁ ଫେରାଇଛନ୍ତି lବର୍ତମାନ ଓଡିଶା ରେ ବିନିଯୋଗ ଆଗାମୀ ଭାବିଶ୍ୟତ ଉଜ୍ୱଳ ବୋଲି ଯଉ ସ୍ଲୋଗାନ ଦେଇଛନ୍ତି.. ତାହା ଅମର ଭାରତର ଅର୍ଥନୀତି ଉପରେ ନିଶ୍ଚିତ ପ୍ରଭାବ ପକାଇବ. କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ଶୀତlରମନ ଆସନ୍ତା ଫେବୃଆରୀ ରେ ଜେଉଁ ବଜେଟ ଉପସ୍ଥାପନା କରିବାକୁ ଯାଉଛନ୍ତି,ତାହାକୁ ବିଦେଶ ପୁଞ୍ଜିପତି ନିବେସକ ତୀକ୍ଷ୍ଣଦୃଷ୍ଟି ରଖିଛନ୍ତି l ଆଜି ସାଂସଦର ଉଭୟ ଗୃହକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଲକ୍ଷପତି ଦିଦି ଠାରୁ AI ପର୍ଯ୍ୟନ୍ତ ବିକଶିତ ଭାରତ ବିଷୟରେ ଅଭିଭାଷଣ ଦେଇଥିଲେ l ନରନ୍ଦ୍ର ମୋଦି ଆଜି 10 କୋଟି ଅଧିବାସୀଙ୍କ ଅପମାନ ହୋଇଛି ବୋଲି ସୋନିଆ ଗନ୍ଧିଙ୍କ ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ମନ୍ତ୍ବ୍ୟବ୍ୟକୁ କଡା ସମାଲୋଚନା କରିଥିଲେ.l ଆଗାମୀ ଭାବିଷ୍ୟତ କହିବ ବିକଶିତ ଭାରତ, ଆତ୍ମ ନିର୍ଭରଶୀଳ ଭାରତ ଓ ମା ଲଷ୍ମୀଙ୍କ ମଧ୍ୟବିତ,କୃଷକ ଶିଳ୍ପପତି, ଟାକ୍ସ ପୟର ଶ୍ରମିକଙ୍କ ଉପରେ କିପରି କରୁଣା ପ୍ରଦାନ କରୁଛନ୍ତି ?