କନ୍ଧମାଳ:ମୋ ନିୟୁଜ ଓଡିଶା ୨୩/୦୧/୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ରେ ନୂତନ ବିଡ଼ିଓଙ୍କ ଦାୟିତ୍ବ ଗ୍ରହଣ । ସୂଚନା ପ୍ରକାରେ ଖଜୁରୀପଡା ବ୍ଲକ୍ ରେ ପୂର୍ବରୁ ତହସିଲଦାର ଓ ବିଡ଼ିଓ ଭାବେ ସୌମ୍ୟରଞ୍ଜନ ପାତ୍ର ଦାୟିତ୍ବ ନିର୍ବାହ କରୁଥିଲେ । କିଛି ଦିନ ହେବ ଏଥିପାଇଁ ବିଜ୍ଞାପ୍ତି ପ୍ରକାଶ ପାଇଥିବା ବେଳେ ବୁଧବାର ଦିନ ଖଜୁରୀପଡାବ୍ଲକରେ ଶୁଭ ଦତ୍ତାତ୍ରେୟ ବାହିନୀ ପତି ନୂତନ ବିଡ଼ିଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀ ସୌମ୍ୟରଞନ ପାତ୍ର ନୂତନ ଭାବେ ଯୋଗଦାନ କରି ଥିବା ଶ୍ରୀ ବାହିନୀ ପତି ଙ୍କୁ ସ୍ଵାଗତ କରିଥିଲେ ।
Tags:
ଆଞ୍ଚଳିକ


