ବାଳିକା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ

 କନ୍ଧମାଳ : ମୋ ନିୟୁଜ ଓଡିଶା ୨୦/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

 କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି!ଉକ୍ତ କ୍ରୀଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜାନକୀ ପ୍ରଧାନ, ସାନମାନିତ ରୂପେ ନାଏବ ସରପଞ୍ଚ ମାଲେଶ୍ୱର କହଁର, ସ୍କୁଲ ସଭାପତି ନଳଦେବ କହଁର, ଶିକ୍ଷୟିତ୍ରୀ ରାଜଶ୍ରୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ! କ୍ରୀଡା କୁ ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଓ ଶିକ୍ଷକ ମନୋଜ କୁମାର ସାହୁ ପାରିଚାଳନା କରିଥିଲେ !

Post a Comment

Previous Post Next Post