ଏମଏଭି ସ୍କୁଲର 51 ତମ ବର୍ଷୀକ ଉତ୍ସବ ପାଲିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସ୍ଥାନୀୟ ହିଲପାଟଣା ସ୍ଥିତ  ଏମଏଭି ସ୍କୁଲର 5 ତାରିଖ ଦିନ ଏମଏଭି ସ୍କୁଲ ପରିସରରେ 51 ତମ ବର୍ଷୀକ ଉତ୍ସବ ପାଳିତ କାରାଯାଇଛି। ଏହୀ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ର  ମେୟାର  ସଂଘମିତ୍ରା ଦଳାଇ ଏବଂ ସନ୍ନମାନିତ ଅତିଥି ରୂପେ  ଭବାନୀ ପ୍ରାସାଦ ମିଶ୍ର  କମିଶନର bemc), ମୁଖ୍ୟ ବକ୍ତା ଭାବେ dr E.ରୋଜା ରାଓ (retired ପ୍ରଫେସର ଅଫ BU), କାର୍ଯ୍ୟକାରୀ ସଭାପତି ପ୍ରକାଶ ପଣ୍ଡା, ସମ୍ପାଦକ କୁମୁଦ ରଞ୍ଜନ ପାଢ଼ୀ, ସ୍କୁଲର ଅଧ୍ୟକ୍ଷ ଦ୍ୱାରିକା ନାଥ ପଣ୍ଡା ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଶୁଭ ଆରମ୍ଭ କରିଥିଲେ। ଏହୀ ଉତ୍ସବ ରେ ସ୍କୁଳ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବହୁତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଓଡ଼ିଶୀ, ରାଜସ୍ଥାନୀ, ସମ୍ବଲପୁରୀ, ହିନ୍ଦୀ, ଇଂଲିଶ ଡ୍ରାମା, ଇଥ୍ୟାଦି ପରିପେଶନ କରି ଅଭିଭାଙ୍କ ଏବଂ ଅତିଥି ମାନଙ୍କ ମନ ମୁଗ୍ଧ କରିଥିଲେ। ଏହୀ ଉତ୍ସବରେ ବିଦ୍ୟାଳୟ ର ନୁରସେରୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ, ଦୂତ୍ୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କର ଯାଇଥିଲା। ଏବଂ ବେଷ୍ଟ ସ୍ପୋର୍ଟ୍ସ ପେରସନ ଭାବେ ଶେଖର ଚୌଧୁରୀ ଓ ଶ୍ରେଷ୍ଠ ଅଲ ରାଉଣ୍ଡେର ଭାବେ ଶିବଂଶୀ ପାଢ଼ିଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ଚଳିତ ବର୍ଷ icseboard ଦଶମ ଶ୍ରେଣୀର 90% ରୁ ଅଧିକ ମାର୍କ ଆଣିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦ୍ୱାରିକା ନାଥ ପଣ୍ଡା ବାର୍ଷିକ ବିବରଣ ପାଠ କରିଥିଲେ। ଏହି ଉତ୍ସବକୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ପାଢୀ, ଦିବ୍ୟ ସିଂହ ପଟନାୟକ, ପ୍ରଗତି ପଟନାକୟ, ନୀଳମାଧଵ ରଥ, ଜୀତେନ୍ଦ୍ର ଦାସ ଙ୍କ ସହ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ।

Post a Comment

Previous Post Next Post