ଗଜପତି ଜିଲ୍ଲା ରାସ୍ତା ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ

ଆର,ଉଦୟଗରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାର ରାସ୍ତା ନିଜସ୍ଵ ପଇସାରେ ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ । ଏଭଳି ଅଭାବନୀୟ ଓ ଆଶ୍ଚର୍ୟ୍ଯ ଜଣକ ଘଟଣା ଦେଖିବାକୁ ମିଳିଛି ଗଜପତି କନ୍ଧମାଳ ଜିଲ୍ଲା ସୀମାନ୍ତ ଲମ୍ବକିଆରି ଗାଆଁ ରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ କୁମ୍ଭlରିଗାଁ ପଂଚାୟତ ଲମ୍ବକିଆରି ଗାଁ କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଗାଁ ଲମ୍ବାକିଆରି ଗାଁ କୁ ସଂଲଗ୍ନ କରୁଥିବା ୨ କିଲୋମିଟର ରାସ୍ତାକୁ ମରାମତି କଲେ ଗ୍ରାମବାସୀ ହେଲେ କୁମ୍ବାରିଗାଁ ପଂଚାୟତ କୁ ଯିବାକୁ ହେଲେ ଘଟିପାହାଡ଼ ପଥରୀଆ ଦେଇଯିବାକୁ ପଡେ ୮ରୁ୧୦ କିଲୋମିଟର ନିଜର ଜୀବନ କୁ ବାଜିରେ ଲଗେଇଯିବାକୁ ପଢେ କୁମ୍ବାରିଗାଁ ପଂଚାୟତ କୁ ଲମ୍ବାକିଆଁରୀ ଗାଁ ନା ଭଲ ପାନୀୟ ଜଳ ବି ଅଚଳ ହୋଇ ପଡି ରହିଛି ନା ସରକାରୀ ବାବୁ ଙ୍କ ପଦବି ପଢ଼ି ନାହିଁ ଏହି ଗାରେ ବ୍ଳକ ପ୍ରଶାସନ କୁ ଗୃହରି କଲେ ବି ଏଇଟି କର୍ଣ୍ଣ ପାତ ଦେଉ ନାହିନ୍ତି ବୋଲି ଲୋକ ଏଇଟି ଅଭିଯୋଗୁଁ କରୁଛନ୍ତି ହେଲେ ପଂଚାୟତ କୁ ଯିବାକୁ ହେଲେ ଗଜପତି ଜିଲ୍ଲା ଖଜୁରୀପଦା ପାଣିଗଣ୍ଡା ଦେଇ ଝିଝିରିଗୁଡା ଦେଇକି ଗଲେ କୁମ୍ଭlରିଗାଁ ପଂଚାୟତ କୁ ଯିବାକୁ ପଡେ l ଆମ ପ୍ରତିଦିନ Tv ପ୍ରତିନିଧି ବ୍ଳକ ପ୍ରଶାସନ ପାଖକୁ ପଂହଁଚି ଥିଲେ ପ୍ରତକ୍ରିୟା ମିଳି ପାରିଲା ନାହିଁ ଖବର ପ୍ରସସାରଣ ପରେ କଣ ପଦକ୍ଷେପ ନେବ ତାହା ଏବେ ଦେଖି ବାକୁ ରହିଲା ବାକି l

Post a Comment

Previous Post Next Post