ଟାଇକୋଣ୍ଡ ଏକାଡ଼େମୀର କଲରବେଲଟ ଟେଷ୍ଟ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଟାଇକୋଣ୍ଡ ଏକାଡ଼େମୀର କଲରବେଲଟ ଟେଷ୍ଟରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଏକାଡ଼େମୀର କୋଚ ପ୍ରାଣକୃଷ୍ଣ ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ବେଲଟ ଓ ସାର୍ଟିଫିକେଟ୍‍ ପ୍ରଦାନ କରିଥିଲେ। ଏହି ଏକାଡ଼େମୀରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରତିଦିନ ଟାଇକୋଣ୍ଡ ଖେଳ ଅଭ୍ୟାସ କରିଥାନ୍ତି। ସେଥିମଧ୍ୟରୁ ୫୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରକାଶଥାଉକି ଡ଼ିଏଭି ସ୍କୁଲ ତରଫରୁ ଜାତୀୟସ୍ତର ପ୍ରତିଯୋଗିତାରେ ଉକ୍ତ ଏକାଡ଼େମୀର ଦୁଇଜଣ ଛାତ୍ର ଆୟୁଷ ପଣ୍ଡା ବ୍ରୋଞ୍ଚ ମେଡ଼ାଲ ଏବଂ ପ୍ରତ୍ୟୁଷ ପ୍ରଧାନ ଗୋଲ୍ଡ ମେଡ଼ାଲରେ ଉତ୍ତୀର୍ଣ୍ଣ ହୋଇ ଭଞ୍ଜନଗର ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post