କୋଦଳା ଥାନାର ୨ ଗୃହରକ୍ଷୀ ପୁରସ୍କୃତ।

 


 ମୋ ନିୟୁଜ ଓଡିଶା ଛତ୍ରପୁର ଠାରେ ୬୨ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ବିରୁପାକ୍ଷ ପଣ୍ଡା ଓ ଲକ୍ଷ୍ମୀ କାନ୍ତ ବେହେରା  ଦକ୍ଷିଣାଞ୍ଚଳ ଡି ଆଇ ଜି ଶ୍ରୀଯୁକ୍ତ ସାର୍ଥକ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ ପି କାଁହୁ ଚରଣ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ପୁରସ୍କୃତ ହୋଇଥିବା ଗୃହରକ୍ଷୀ ଶ୍ରୀମାନ ପଣ୍ଡା ଓ ବେହେରା  ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଓ କୋଦଳା ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଙ୍କୁ ସାଧୁବାଦ ଜଣାଇଛନ୍ତି।

Post a Comment

Previous Post Next Post