ଭାରତୀୟ ବାୟସେନାର ୯୨ ତମ ଦିବସ ପାଳିତ

 


ଢେଙ୍କାନାଳ:୫୫ ନଂ ଜାତୀୟ ରାଜପଥର ସିନର୍ଜି କଲେଜ ନିକଟରେ ଥିବା ବି ଏସ ସିଂ ଦେଓଙ୍କ ବାସଭବନ ଠାରେ ଭାରତୀୟ ବାୟସେନାର ୯୨ ତମ ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ନୌସେନା କ୍ୟାପଟେନ ହିମାଂଶୁ  ପୃଷ୍ଟି, ୱିଁଙ୍ଗ କମାଣ୍ଡର ବିରଜା ଶଙ୍କର ସିଂଦେଓ, ସଭାପତି ତପନ କୁମାର ପାଲ , ପୂର୍ବତନ ସେନା କର୍ମଚାରୀ ସଂଘ ର ସଭାପତି ସୁବେଦାର ମେଜର କୈଳାଶ ଚନ୍ଦ୍ର ରାଉତ ଓ ବିଭିନ୍ନ ୪୦ରୁ ଉର୍ଦ୍ଧ୍ବ କର୍ମଚାରି ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ।

Post a Comment

Previous Post Next Post