ମୂଲ୍ୟବାନ କାଠ ଜବତ

 


ଗଜପତି ମୋ ନିୟୁଜ ଓଡିଶା (ମନୋଜ କୁମାର  ପାଢୀ)- ଚା ୬/୯/୨୪

କାଶୀନଗର ଥାନା ଅଧିକରି ସୁନୀଲ କୁମାର ବେହେରା ଙ୍କ ନେର୍ଦେଶରେ ରାତ୍ର ପେଟ୍ରୋଲିଙ୍ଗ କଡା କଡ଼ି ହେଉଥିବା ରୁ ରାତିରେ ଏକ କାଠ ବୋଝେଇ ମେକ୍ସ ପିକ ଅପ ଗାଡି (ଓ.ଆର 20 5483)କୁ ପୋଲିସ ତରଫରୁ ଜବତ କରି ସ୍ଥାନୀୟ ଫୋରେଷ୍ଟ କାର୍ଯ୍ୟାଳୟ କୁ ହସ୍ତାନ୍ତର କରିଛନ୍ତି. ସ୍ଥାନୀୟ ବନ ଖଣ୍ଡ ଅଧିକାରୀ ଏସ.କେ ବେହେରାଙ୍କ  କହିଥିଲେ  କାଶୀନଗରରେ କାଠ ମାଫିଆ ଙ୍କ ବୃଦ୍ଧି ବଢ଼ିବାରେ ଲାଗିଛି ବର୍ତମାନ ଯେଉଁ କାଠ ଜବତ ହୋଇଛି ତାର ଆନୁମାନିକ ମୂଲ୍ୟ ପ୍ରାୟ 40000 ଟଙ୍କା ହେବ ଏବଂ ଜବତ କାଠ କୁ ଓ ଆର କେସ ନଂ 46/24-25 ରେ ମାମଲା ରୁଜୁ କରି ଗାଡି ଓ କାଠ ଜବତ କରି ରଖାଯାଇଛି ।

Post a Comment

Previous Post Next Post