ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ଦିବସ ପାଳିତ

 


ଢେଙ୍କାନାଳ ଡ଼ାକ ମଣ୍ତଳ ପକ୍ଷ ରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ସପ୍ତମ ସ୍ଥାପନା ଦିବସ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଥିଲେ ଡ଼ାକ ମଣ୍ତଳ ର ଅଧିକ୍ଷକ ଜଗଦୀଶ ଦାସ। ଅନ୍ୟ ମାନଙ୍କ ମଧ୍ୟ ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ଢେଙ୍କାନାଳ ଶାଖା ର ବରିଷ୍ଠ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ଅନୁଗୁଳ ବ୍ରାଞ୍ଚ ର ବରିଷ୍ଠ କେ. ଜ୍ଞାନେଶ୍ୱର୍ ରାଓ, ସହାୟକ ଡ଼ାକ ଅଧିକ୍ଷକ ନୀଳମଣି ଜାନି ଯୋଗ ଦେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ବିଭିନ୍ନ ସେବା କାର୍ଯ୍ୟ କର୍ମ ଉପରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ସମସ୍ତ ଡ଼ାକ ନୀରିକ୍ଷକ, ସେଲ୍ଫ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ।

Post a Comment

Previous Post Next Post