ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ


 ।                    ଆର,ଉଦୟଗିରି -ମୋ ନିୟୁଜ ଓଡିଶା ୨/୯/୨୪                       ଆଜି ଗଜପତି ଜିଲ୍ଲାର ମୋହନାଠାରେ "ପିସ" ଅନୁଷ୍ଠାନ ଦ୍ୱାରା ପରିଚାଳିତ       "ମା ଗୃହ "ର ANM ଓ LHA କର୍ମଚାରୀ ମାନେ, ମୋହନା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦେଖାକରି "ମା ଗୃହ"ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ | "ମା ଗୃହ"ଟି ମୋହନାର ମୁଖ୍ୟରାସ୍ତା ସହ ଏକ ଅସ୍ଥାୟୀ ମାଟିରାସ୍ତା ଦ୍ୱାରା ସଂଯୋଗ ହୋଇଥିବାଯୋଗୁଁ ବର୍ଷାଦିନେ ଗର୍ଭବତୀ ମାଆମାନଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ମୋହନାକୁ ନେବାପାଇଁ ଆମ୍ବୁଲାନ୍ସ ଯିବା ଅସୁବିଧା ହେଉଅଛି|ଏଣୁ ଏହି  ନୁତନ "ମା ଗୃହ "କୁ ଏକ ପକ୍କା ରାସ୍ତା ଯୋଗାଇବା ପାଇଁ ଏକ ଲିଖିତ ଅନୁରୋଧପତ୍ର ପ୍ରଦାନ କରିଥିଲେ |        ଗଜପତି ଜଲ୍ଲା ରୁ  ମନୋଜ କୁମାର ପାଢୀ ଙ୍କ ରିପୋଟ ।

Post a Comment

Previous Post Next Post