ଅଵିକା ୨୦୨୫କ୍ୟାଲେଣ୍ଡର ନିମନ୍ତେ ଅଡିସନ

                              


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ହସ୍ତତନ୍ତ ର ପ୍ରଚାର ଆଉ ପ୍ରସାର ଲାଗି ଅବିକା ୨୦୨୫ କ୍ୟାଲେଣ୍ଡର ନିମନ୍ତେ ରବିବାର ଗୋଷାଣୀ ନୁଆଗ୍ରାମ ଡିସ୍କୋ ଏଣ୍ଡ ଫଙ୍କ ଷ୍ଟୁଡିଓ ପରିସରରେ ଅଡିସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବହୁ ବାଳକ ବାଳିକା , ଯୁବକ ଯୁବତୀ ଯୋଗ ଦେଇଥିଲେ । ବିଚାରକ ରୂପେ କୋରିଓ ଗ୍ରାଫର ପ୍ରଶାନ୍ତ ରାଉତ ଏବଂ ଫିଲ୍ମ ଅଭିନେତ୍ରୀ ତଥା କୋରିଓ ଗ୍ରାଫର କିରଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ହାସ୍ୟ କଳାକାର ପ୍ରୀତି ରଞ୍ଜନ ପ୍ରଧାନ ଆଉ ମଧୁ ସୁଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅବିକାର ନିର୍ଦ୍ଦେଶକ ଅଭିନାଶ ସାହୁ ମୁଖ୍ୟ ଭାବେ ପରିଚାଳନା କରି ଥିଲେ । କରିସ୍ମା ପାତ୍ର ବିଜୟୀ ହୋଇଥିଲେ ।

Post a Comment

Previous Post Next Post