କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟୀତ୍ୱ ଗ୍ରହଣ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଦୀପ କାମାନୁ ଯୋଗଦେଇଛନ୍ତି। ଏହା ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଥିଲେ। ଏହି ଅବସରରେ ଅଭିଭାବକମାନଙ୍କ ତରଫରୁ ଫୁଲତୋଡ଼ା ଦେଇ ଶ୍ରୀଯୁକ୍ତ କାମାନୁ ଙ୍କୁ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ନିଜସ୍ୱ ଗୃହ, ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶଥାଉକି ଅନେକ ଦିନ ହେଲା ଏଠାରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଏହା ସହିତ ଅନ୍ୟ ନିୟମିତ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ଏହି ଉଦ୍ଦେଶ୍ୟରେ ଅଭିଭାବକମାନେ ଲିଖିତ ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ୍‍ ମାଧ୍ୟମରେ ଜଣାଇଥିଲେ। ଅଧ୍ୟକ୍ଷ ଯୋଗଦେବା କଥା ଜାଣିବା ପରେ ଅଭିଭାବକମାନେ ଖୁସି ପ୍ରକାଶ କରି ସ୍ୱାଗତ କରିବାକୁ ବିଦ୍ୟାଳୟରେ ପହଞ୍ôଚଥିଲେ। ଅଭିଭାବକମାନଙ୍କ ମଧ୍ୟରେ ଏ.ସୁରଜିତ ସରାବ, ଚିନ୍ମୟ କୁମାର ବେବର୍ତ୍ତା, ଶେଷାର୍ଣ୍ଣନ୍ଦ ଆରୁଖ, ଅରୁଣ ନାୟକ, ମନୋରଞ୍ଜନ ମଳିକ, ଦଣ୍ଡପାଣି ମହାନନ୍ଦା ଓ ଅକ୍ଷୟ କୁମାର ବେହେରା ଉପସ୍ଥିତ ଥିଲେ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତାକେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟୀତ୍ୱ ଗ୍ରହଣ

ଭଞ୍ଜନଗର : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଦୀପ କାମାନୁ ଯୋଗଦେଇଛନ୍ତି। ଏହା ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଥିଲେ। ଏହି ଅବସରରେ ଅଭିଭାବକମାନଙ୍କ ତରଫରୁ ଫୁଲତୋଡ଼ା ଦେଇ ଶ୍ରୀଯୁକ୍ତ କାମାନୁ ଙ୍କୁ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ନିଜସ୍ୱ ଗୃହ, ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶଥାଉକି ଅନେକ ଦିନ ହେଲା ଏଠାରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଏହା ସହିତ ଅନ୍ୟ ନିୟମିତ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ଏହି ଉଦ୍ଦେଶ୍ୟରେ ଅଭିଭାବକମାନେ ଲିଖିତ ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ୍‍ ମାଧ୍ୟମରେ ଜଣାଇଥିଲେ। ଅଧ୍ୟକ୍ଷ ଯୋଗଦେବା କଥା ଜାଣିବା ପରେ ଅଭିଭାବକମାନେ ଖୁସି ପ୍ରକାଶ କରି ସ୍ୱାଗତ କରିବାକୁ ବିଦ୍ୟାଳୟରେ ପହଞ୍ôଚଥିଲେ। ଅଭିଭାବକମାନଙ୍କ ମଧ୍ୟରେ ଏ.ସୁରଜିତ ସରାବ, ଚିନ୍ମୟ କୁମାର ବେବର୍ତ୍ତା, ଶେଷାର୍ଣ୍ଣନ୍ଦ ଆରୁଖ, ଅରୁଣ ନାୟକ, ମନୋରଞ୍ଜନ ମଳିକ, ଦଣ୍ଡପାଣି ମହାନନ୍ଦା ଓ ଅକ୍ଷୟ କୁମାର ବେହେରା ଉପସ୍ଥିତ ଥିଲେ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post