ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦ୍ୱାରା ସୁଭଦ୍ରା ଯୋଜନା ରଥ ଶୁଭାରମ୍ଭ

 

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍

ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ର ଆସିକା ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ରାଜ୍ୟ ସରକାର ଙ୍କ ଦ୍ଵାରା ଆରମ୍ଭ ହୋଈଥିବା ସୁଭଦ୍ରା ଯୋଜନା ରଥ କୁ ସୁନ୍ଧର ସଜେଈ ସୁଭଦ୍ରା ରଥକୁ ଆଜି ଆସିକା ବିଜେପି ବିଧାୟକ ସରୋଜ କୁମାର ପାଢୀ, ଆସିକା ବିଡ଼ିଓ ଫକୀର ଚରଣ ପରିଡା, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କୋଟିନଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, ଆସିକା ଏନ୍.ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ,ସିଡିପିଓ ଈନ୍ଧିରା ମହାପାତ୍ର, ସରକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥୀ, କନିଷ୍ଠ ଯନ୍ତ୍ରୀ ଅଶୋକ ସେନାପତି, ବିଜେପି ନେତା ବିଜୟ ସ୍ବାଇଁ,ଶିବ ନାୟକ,ଅନିଲ ପରିଡା,ଭିକି ପାତ୍ର, ନିରଞ୍ଜନ ମହାନ୍ତି, ଉପସ୍ଥିତି ରେ ଆସିକା ବିଧାୟକ ସରୋଜ କୁମାର ପାଢୀ ଙ୍କ କରକମଳରେ ସୁଭଦ୍ରା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।ଓଡିଶା ବିଜେପି ସରକାର ଙ୍କ ଓଡିଶା ବାସୀଙ୍କ ପାଇଁ ଆସିଥିବା ବିଭିନ୍ନ ପ୍ରକାରର ଯୋଜନା କିପରି ସାଧାରଣ ଜନତା ଙ୍କ ପାଖରେ ପହଞ୍ଚିବ ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ।

Post a Comment

Previous Post Next Post