ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣେଶ ପୂଜା ପାଳିତ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)  

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣେଶ ପୂଜା ମହାଆଡମ୍ବର ସହ ପାଳତି ହୋଇଯାଇଛି  । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଏହି ପବିତ୍ର ଦିବସରେ କତ୍ରା ରୂପେ  ଯୋଗ ଦେଇଥିଲେ। 

ଏହି ପବିତ୍ର ଦିବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗଣେଶଙ୍କ ଭଜନ ଜଣାଣ ଗାଇ ବିଘ୍ନ ବିନାଶକଙ୍କ ଆଶିଷ ଲାଭ କରିଥିଲେ  ।ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମଧ୍ଯ ଯୋଗ ଦେଇ ଥିଲେ  । ହୋମ ,ପୁଷ୍ପାଞ୍ଜଳୀ ଏବଂ ଆଳତୀରେ ବିଦ୍ୟାଳୟର ପରିବେଶ ପବିତ୍ର ହୋଇ ଯାଇ ଥିଲା  ।

Post a Comment

Previous Post Next Post