ଗଜପତି ଜିଲା ଷୋହଳ ଖଣ୍ଡ ଗୋପାଳ ସମାଜ ର ନନ୍ଦ ଉତ୍ସବ ପାଳିତ l

ଧୁମ ଧାମ ରେ ପାଳନ କଲେ ନନ୍ଦ ଉତ୍ସବ 

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର  ପାଢୀ/ ୨୮/୮/

ଗଜପତି ଜିଲା ଷୋହଳ ଖଣ୍ଡ ଗୋପାଳ ସମାଜ  l ଗଜପତି ଜିଲା ଆର,  ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡ଼ ଗ୍ରାମରେ ଗଜପତି ଜିଲାରୁ ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳ ସମାଜ, ପ୍ରଥମେ ଛେଲାଗଡ଼ ଗ୍ରାମରେ ସଂକୀର୍ତନ ସହ ଗାଁ ପରିଭ୍ରମଣ କରି, ଯୁବକ ଙ୍କ ଦ୍ୱାରା ଏବଂ ଦାମ, ସୁଦାମ ଏବଂ ସୁବଳ ଙ୍କ କାନ୍ଦ ଉପରେ ଚଢ଼ି କଳା କହେଁଇ ଭାଙ୍ଗିଲେ ଦଦୀ ହାଣ୍ଡି, ପୁଣି ଯୁବପିଲା ମାନେ ବେସ ଉତ୍ସାହ କରିଥିଲେ, ପରେ ମଂଚାସୀନ ଅତିଥି ମାନଙ୍କୁ ଫୁଲ ତୁଡ଼ା ସହ ଉପଢୁଙ୍କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ଏହି ଉତ୍ସବ ରେ ଭଜନ ସୋମାରହ ସହ ନୃତ୍ୟ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଯୁବକ ଯୁବତୀ ମାନଙ୍କୁ ମାନ ପତ୍ର ମଧ୍ୟ୍ୟ ପ୍ରଦାନ କରିଥିଲେ, ପୁଣି ମଂଚାସୀନ ବୁଦ୍ଧି ଯିବି ମାନେ ମଧ୍ୟ କିଛି କିଛି ଗୋପାଳ ସମାଜ ର ଗୌଡ଼ ସମାଜ କୁ ଜାତିଆଣ ମନ ଭାବ ରଖିପାରିବେ ଏବଂ ଭଗବାନ  ଶ୍ରୀ କୃଷ୍ଣ ଙ୍କୁ ସ୍ମରଣ କରି ଶିକ୍ଷା ଗ୍ରହଣ କରିପାରିବେ ସେହି ଉପରେ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ  l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ଗଜପତି ଜିଲା ସଭାପତି ଖଦାଳ ଗୌଡ଼, ସମ୍ପାଦକ  ରାଜେନ୍ଦ୍ର ଗୌଡ଼, ଉତ୍କଳ ଗୌଡ଼ ସମାଜ ରାଜ୍ୟ  ଯୁବ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼,ତହସିଲଦାର ଜ୍ୟୋତିର୍ମୟ ଦାଶ, ଗୋଷ୍ଟି ଉନ୍ନୟନ ଅଧିକାରୀ  ଲୋରିମୋନ ଖର୍ଶେଲ, ସମାଜ ସେବି ଜଗବନ୍ଧୁ ଦାଶ,ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ଛେଲାଗଡ଼ ଏବଂ ଛେଳିଗଡ଼ ର ନେତୃତ୍ୱ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

Post a Comment

Previous Post Next Post