ସ୍ବାଧୀନତା ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ଆଜି ତାଳସର ଗ୍ରାମ ପଞ୍ଚାୟତ ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

 


 ମୋ ନିୟୁଜ ଓଡିଶା ପ୍ରାୟ ଏକ ହଜାର ରୁ ଉଦ୍ଧ ବ୍ୟକ୍ତିଙ୍କ ସଦସ୍ୟଙ୍କ ସହଯୋଗରେ ଘର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ସରପଞ୍ଚ ମୁକୁନ୍ଦ ମାଧବ ସ୍ବାଇଁ ସମିତି ସଭ୍ୟ ମାଧବ ରାଉତ,ସମାଜ ସେବୀ ବଣ୍ଟି ଜେନା ବୁଲୁ ଭୂୟାଁ,ପବିତ୍ର

ସାମନ୍ତରାୟ, ସଞ୍ଜୟ କୁମାର ସାହୁ ଓ ସ୍କୁଲ ଛାତ୍ର ଛାତ୍ରୀ, ମହିଳା ଗ୍ରୁପ ସଦସ୍ୟା ଏବଂ ଗ୍ରାମ ବାସୀ ମିଳିତ ଭାବେ ପାଳନ କରିଥିଲେ । ବନ୍ଦେ ମାତରଂ, ଭାରତ ମାତା କି ଜୟ ନାରା ରେ ସାରା ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିଲା | ଆସନ୍ତାକାଲି

ସ୍ବାଧୀନତା ଦିବସ ଉପଲକ୍ଷେ ସମସ୍ତେ ଏକ ମନ ହୋଇ ଦେଶ

ମାତୃକାର ସେବା କରିବା ପାଇଁ ନିଷ୍ପତି ନେବା ସହ ଭାଇଚାରା

ବଜାୟ ରଖୁବାକୁ ଆହ୍ବାନ ଦେଇଛନ୍ତି ।

Post a Comment

Previous Post Next Post