ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ


  ଆର, ଉଦୟଗିରି -ମୋ ନିୟୁଜ ଓଡିଶା ୨୩.୦୮.୨୦୨୪ ରିଖ ଦିନ ପୂର୍ବାହ୍ନ ଘ ୧୦.୩୦ ମିନଟ ସମୟରେ ଚନ୍ଦ୍ରଗିରି ପଂଚାୟତ ଅନ୍ତର୍ଗତ ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ବିଷୟ ରେ ଦ୍ୱିତୀୟ ପର୍ଯ୍ୟୟ ସଚେତନତା  କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା I ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ଅଧୀନ ରେ ଥିବା ସମସ୍ତ ୧୨୮ ଗୋଟି PVTG ଗ୍ରାମ ଗୁଡିକ ରେ ଅନୁଷ୍ଠିତ ହେବ I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଜିଲ୍ଲା ଚନ୍ଦ୍ରଗିରି ଜୋନ, ପରିଷଦ ସଭ୍ୟ, ମୋହନା  ବିଧାୟକ   ପ୍ରତିନିଧି ,  ଚନ୍ଦ୍ରଗିରି  ସରପଂଚ,  ଓ ସମିତିସସଭ୍ୟା ଉପସ୍ଥିତ ରହି ଗ୍ରାମବାସୀ ଙ୍କୁ କାର୍ଯ୍ୟକ୍ରମ ବିଷୟ ରେ ବୁଝାଇଥିଲେ I ଶ୍ରୀ ବନମାଳୀ ଭୂୟାଁ, ସ୍ୱତନ୍ତ୍ର ଅଧିକାରୀ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି, ଶ୍ରୀଧର କୁମାର ସାହୁ ପ୍ରକଳ୍ପ ପରିଚାଳକ OPELIP ଓ ସମସ୍ତ OPELIP କର୍ମଚାରୀ ସହଯୋଗ କରିଥିଲେ I               ଗଜପତି  ଜିଲା ରୁ  ମନୋଜ କୁମାର  ପାଢୀ ଙ୍କ ରିପୋର୍ଟ

Post a Comment

Previous Post Next Post