ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସାନଉସ୍ତାପଡ଼ା ପଞ୍ଚାୟତ ଜଗତା ଦୁଇ ନମ୍ବର ଆନିକଟ ପାଖରେ ଉଠା ଜଳସେଚନ ଦୁଇ ନମ୍ବର ର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ରେ ସଭାପତି ସୁରେଶ ସେନାପତି ସମ୍ପାଦକ ବିରେନ ସ୍ୱାଇଁ ଓ ଠିକାଦାର ଉପସ୍ଥିତ ଥିଲେ। ବହୁତ ଦିନର ଅନ୍ତ ଘଟିଛି ଚାଷୀ ଙ୍କ ମନରେ ବହୁତ ଆନନ୍ଦ। ଏହି ଉଠା ଜଳସେଚନ ଦ୍ୱାରା ପ୍ରାୟ ସହ ଶହ ଚାଷୀ ଉପକୃତ ହେବେ।ଚାଷୀ ଙ୍କ ପାଣି ସମସ୍ୟା ଦୁରେଇ ଯାଇଛି ତେଣୁ ସଭାପତି ଓ ସମ୍ପାଦକ ଏରିଆ ରେ ବହୁତ ପରିଶ୍ରମ କରିଥିବାରୁ ଚାଷୀ ଙ୍କ ପ୍ରସଂ ସାର ପାତ୍ର ହୋଇ ଛନ୍ତି।
Tags:
ମୁଖ୍ୟ ଖବର


