ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ



ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ ବୁଧବାର ସକାଳ 10 ଘଣ୍ଟ  ସମୟରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବିଭିନ୍ନ ୱାର୍ଡ ବୁଲି ଅଭିଯୋଗ ଶୁଣିଛନ୍ତି । ଏହି ସମୟରେ ବିଭିନ୍ନ ୱାର୍ଡରେ ଡ୍ରେନ ସମସ୍ୟା, ଖାଉଟି କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ବିଷୟରେ ଅଭିଯୋଗ କରିଥିଲେ । ଏହି ସମୟରେ ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ସମାଜସେବୀ ଚିତ୍ରସେନ ପରିଡା, ସଂଜୀବ କୁମାର ସାହୁ, ଗୋପାଳ କୃଷ୍ଣ ସାହୁ ଙ୍କ ସମେତ କାଉନଶୀଲର ଉପସ୍ଥିତ ଥିଲେ ।

Post a Comment

Previous Post Next Post