(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଗ୍ରାମପଞ୍ଚାୟତ ଅଙ୍ଗନୱାଡି 1 ଓ 2 କେନ୍ଦ୍ର ରେ 78 ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଭାଟକୁମରଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାଡ଼ ମେମ୍ବର ସ୍ବାଧିନତା ଦିବସ କାଯ୍ୟକ୍ରମରେ ଯୋଗ ଦେଇଥିଲେ l ପରିଶେଷରେ ଭାଟକୁମରଡା ଗ୍ରାମପଞ୍ଚାୟତ ଅଙ୍ଗନୱାଡି କର୍ମି - 1କେନ୍ଦ୍ରର ମମତା କୁମାରୀ ଦାସ, ଅଙ୍ଗନୱାଡି କର୍ମି -2 କେନ୍ଦ୍ରର ସୁଜାତା ଦାସଙ୍କ ଉପସ୍ଥିତରେ ଛାତ୍ର ଛାତ୍ରୀ ଓ କୁନି ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ l
Tags:
ଆଞ୍ଚଳିକ


