ଓଡିଶା ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ସଭାପତିଙ୍କ ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା



(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ବ୍ରହ୍ମପୁର Circuit Hous ଠାର, ଓଡିଶା ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ, ଓ ପଦ୍ମ ସମ୍ଭବ news  ର ସଭାପତିଙ୍କ ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା ଦିଆ ଯାଇଛି,ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହଲିଙ୍ଗଙ୍କୁ ଫୁଲତୋଡ଼ା, ସହିତ ହରଡ଼ା, ବାହାଡା, ଅଁଳା, ବୃକ୍ଷ, ସହିତ, ଓଡିଶାର ପ୍ରାଚୀନ ସପ୍ତାହିକ ସମ୍ବାଦ ପତ୍ର ନବୀନ ଦିଆଯାଇଛି, ସେପରି, MSME,ମଛିଅ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା, ପଦ୍ମ ସମ୍ଭବ News କୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଦେଇଥିଲେ ଦୁଇ ମନ୍ତ୍ରୀ,  CEO  ସଭାପତି ଶ୍ରୀ ପଦ୍ମ ଚରଣ ଦାସଙ୍କ  ପ୍ରଶ୍ନର ଉତ୍ତର ରଖିଥିଲେ, ଆୟୁଷ୍ମାନ ଭାରତ, ଓଡିଶା ରେ ଆୟୁର୍ବେଦ କଲେଜ ହସ୍ପିଟାଲର ବ୍ୟପକ ସୁବିଧା ସୁଯୋଗ କିପରି ଜନସାଧାରଣ ଙ୍କୁ ମିଳିବ, ଖାଲିଥିବା ଡ଼କ୍ଟର ପଦବୀ ପୂରଣ, ଉତ୍ତର ସ୍ୱାସ୍ଥ୍ୟ ସେବା ସହିତ, ରୋଗୀ ଓ ତାଙ୍କ ପରିବାରଙ୍କୁ ଉତ୍ତମ ବ୍ୟବହାର ଇତ୍ୟାଦି ପ୍ରଶ୍ନର  ସନ୍ତୋଷ ଜନକ ଉତ୍ତର ରଖିଥିଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, -ମାଛଚାଷ, କୁକୁଡ଼ା ପାଳନ, ସହିତ ଘୁମୁସରୀ ଗାଈ, ଗୋ ବଂଶର ସମ୍ବର୍ଦ୍ଧନ, ସୁରକ୍ଷା କିପରି ହେବ ? ଓଡିଶାରୁ ବାହାର ରାଜ୍ୟକୁ ଗୋ ମାଂସ ଚାଲାଣ କେବେ ବନ୍ଦହେବ ? ଓଡିଶାର ପୁରୁଣା ଗୋ ସୁରକ୍ଷା ( Cow Cruelty Act ) 1961 ଠିକଭାବରେ କାର୍ଯକାରୀ ହଉନି, ସରକାର ନୂତନ ଗୋ ସୁରକ୍ଷା ଆଇନ ଆଣିବେକି ? ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମଳିକ କହିଲେ,  200 ନୂତନ ଗୋଶଳା ଓଡିଶା ରେ ନିର୍ମାଣ ହେବ, ଦେଶୀ ଗାଈ ସହିତ, ରେଡ ସିନ୍ଧି, ହରିୟାଣା, ପ୍ରଭୃତି ଗୋପାଳନ ପାଇଁ ଚାଷୀଙ୍କୁ ପ୍ରୋଛାହନ ଦିଆଯିବ ଆଗାମୀ ଦିନରେ, ଗୋପଳକ ମାନଙ୍କ ରୋଜଗାର ବଢିବା ପାଇଁ ଆମେ ଚିନ୍ତା କରିଛୁ, ତାହା ଶୀଘ୍ର କାର୍ଯ୍ୟକାରୀ ହେବ l ସାକ୍ଷାତକାର ସମୟରେ,ବିଜେପିର ରାଜ୍ୟ, ଜ଼ିଲ୍ଲା ର ପଦାଧିକାରୀ ଶ୍ରୀ ସରୋଜ ସାବତ, ଆଡ଼ଭୋକେଟ ତ୍ରିନାଥ ଭାଇ ଶ୍ରୀ ପ୍ରଭାତ ଷଢଙ୍ଗି,ଗଜନ୍ଦ୍ର ଚୌଧୁରୀ,  ଗୌରୀ ଶଙ୍କର ମହାନ୍ତି,ଶ୍ରୀମତୀ ସଂଯୁକ୍ତା ଦାସ, ପୂର୍ବତନ ସରପଞ୍ଚ ଶ୍ରୀମତୀ ମମତାମୟୀ ରଣା, ଙ୍କ ସମତେ ବହୁ ବୁଦ୍ଧିଜୀବୀ, ଯୁବକ, ମହିଳା କେତେକ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ.।

Post a Comment

Previous Post Next Post