( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ପକ୍ଷରୁ ଆନ୍ତଜାତୀୟ ଯୋଗ ଦିବସ ପାଳିତ...କେଶରୀୟ ଜାଗୃତି ମଞ୍ଚ ଓଡିଶା ପକ୍ଷରୁ ଗଞ୍ଜାମ ଜ଼ିଲ୍ଲା ବ୍ରହ୍ମପୁର ଗୋସାଇଁ ନୂଆଗାଁ ସଂସ୍କୃତି ଭବନ ପରିସର, ଲୋଚାପଡା କଳି ମନ୍ଦିର ମୁଖ୍ୟ ସଡ଼କ, ରେଡ଼ିଓ ଷ୍ଟେସନ,ଉତ୍ତରଶ୍ୱର ଓ ଶଙ୍କରାଚାର୍ଯ୍ୟ ମନ୍ଦିର ପରିସରରେ, ଅlନ୍ତରର୍ଯ୍ୟତୀକ ଯୋଗ ଦିବସ,ଷ୍ଟ୍ରୀଟ କରନେର ମୀଟିଙ୍ଗ ଅନୁଷ୍ଠିତ ହୋଇଛି ମୁଖ୍ୟବକ୍ତା ଯୋଗାଚାର୍ଜ ଶ୍ରୀ ପଦ୍ମ ଚରଣ ଦାସ, ମୁଖ୍ୟ ଅତିଥି ଶ୍ରୀ ପଞ୍ଚାନନ ଚୌଧୁରୀ ସଂନମାନିତ ଅତୀଥି ଲଳିତ ମୋହନ ସେଠି, କଣ୍ଠଶିଳ୍ପୀ ଶତପଥୀ ଭାଇ, ପ୍ରମୁଖ ଯୋଗ ଦେଇଥିଲେ ଓ ଯୋଗ ର ମହିମା, ମହାତ୍ମା ବିଷୟରେ ବୁଝାଇ ଥିଲେ, ସେଠାରୁ ଗୋପାଳପୂର ନିର୍ବାଚନ ମଣ୍ଡଳୀ କନିସି ପଂଚାୟତ ଅଫିସ ସାମ୍ନାରେ ଏକ ସଭାର ଆୟୋଜନ ହୋଇଛି ବହୁ ବୁଦ୍ଧିଜୀବୀ, ବ୍ୟବସାଇ, ଯୁବକ, ଗୋରକ୍ଷକ, କୃଷକ, ମହିଳା, ଯୋଗ ଦେଇଥିଲେ କର ଯୋଗ ରହ ନିରୋଗ, ଜୈ ଜଗନ୍ନାଥ ସ୍ୱାମୀ, ବନ୍ଦେ ମାତରଂ, ଆଦି ନାରl ଦେଇ କୁକୁଡାଖଣ୍ଡି ବ୍ଲକ ରଙ୍ଗଇ ଲୁଣ୍ଡା ବ୍ଲକ ର ପ୍ରମୁଖ ସ୍ଥାନ ମାନଙ୍କରେ ଯୋଗ ରଥ ପରିକ୍ରମା କରିଥିଲା ପ୍ରତ୍ୟେକ ସ୍ଥାନ ରେ ପରିକ୍ରମା ରଥ କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିବା ଦେଖିବାକୁ ମିଳିଥିଲା, ଯୋଗ ଦିବସ ସମର୍ଗ ବିଶ୍ୱ ରେ 21/06/2014 ଠାରୁ 177 ଟି ଦେଶରେ ପାଳନ କରି ଆସୁଛିନ୍ତ, ଭାରତୀୟ ସଂସ୍କୃତି ରେ ରୁଷି ପରମ୍ପରା କୁ ଉଦ୍ଜୀବିତ କରି ରଖିବା ସମର୍ଗ ମାନବ ସମାଜ କୁ ନିରୋଗ ରଖିବା,ମାନସିକତା, ବୌଦ୍ଧିକତା ଶାରୀରିକ ସମସ୍ୟା ର ସମସ୍ତ ସମାଧାନ ଯୋଗ ଦ୍ୱାର ସମ୍ଭବ ବୋଲି ବିଶ୍ୱ ଯୋଗ ଦିବସ ରଥ ପରିକ୍ରମା ର ଉଦଯାପନୀ ସଭା ରେ ସଭାପତି ଶ୍ରୀ ରାମ ଚରଣ ବ୍ରହ୍ମପଦ୍ମ ସରସ୍ବତୀ କହିଥିଲେ ସଭା ଶେଷରେ ଧର୍ମ ଜାଗରଣ ଗଞ୍ଜାମ ଜ଼ିଲ୍ଲା ପ୍ରମୁଖ ଶ୍ରୀ ଦୁର୍ଗା ଦଳାଇ ଧନ୍ୟବାଦ ଦେଇ ଥିଲେ l