ବିଜେପି ପକ୍ଷରୁ ସମସ୍ତ ନବନିର୍ବାଚିତ ଦୁଇ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ନବନିର୍ବାଚିତ ଦୁଇ ମନ୍ତ୍ରୀ, ଦୁଇ ସାଂସଦଙ୍କ ସମେତ ସମସ୍ତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ରହ୍ମପୁର ଆମ୍ୱପୁଆ ସ୍ଥିତ ବିବେକ ବିହାର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ରହ୍ମପୁର ସହର ପରିକ୍ରମା କରି ସନ୍ଧ୍ୟା ଘ.୬ : ୦୦ ସମୟରେ ହିଲପାଟଣା ସ୍ଥିତ ସଂସ୍କୃତି ଭବନରେ ଗଞ୍ଜାମ ଜିଲ୍ଲାର ନବନିର୍ବାଚିତ ଦୁଇଜଣ ସାଂସଦ,ସମସ୍ତ ବିଧାୟକ ମାନଙ୍କ ସହ ଜିଲ୍ଲାର ଦୁଇଜଣ ମନ୍ତ୍ରୀ ମହୋଦୟଙ୍କୁ ନାଗରିକ ସମ୍ବର୍ଦ୍ଧନା ସମାବେଶ ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଆୟୋଜିତ ହୋଈଯାଈଛି  l 

ସମ୍ମାନିତ ଅତିଥି ମାନେ ହେଲେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର୍, ଗୋପାଳପୁର ବିଧାୟକ, ଗଞ୍ଜାମ ଜିଲ୍ଲାର ନବନିର୍ବାଚିତ ଦୁଇ ମନ୍ତ୍ରୀ, ମାଈନସ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,ଦିଗ ପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସୁନୀଲ କୁମାର ସାହୁ, ଡ଼ା.ସୁବାସ ଚନ୍ଦ୍ର ସାହୁଙ୍କ ସମେତ ଏହି ସମ୍ବର୍ଦ୍ଧନା ସମାବେଶ  କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

Previous Post Next Post