ରାମଗିରି ପୁଲିସ ପକ୍ଷରୁ ଭାରତୀୟ ଆଇନ ସଂହିତା ସଚେତନତା

 


ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/29/6/ ଆର,ଉଦୟଗିରି ବ୍ଳକ ରାମଗିରି ଥାନା ପକ୍ଷରୁ ଭାରତୀୟ ଆଇନ ସଂହିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ଇଂରାଜୀ ଅମଳରୁ ରହିଥିବା ଭାରତୀୟ ଆଇନ ସଂହିତା ପ୍ରଚଳନ ପାଇଁ ନିସ୍ପତ୍ତି ନେଇଛନ୍ତି ଯାହା ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ । ବତ୍ତମାନ ଜାରି ରହିଥିବା ଆଇନରେ ଅପରାଧୀମାନେ ଦୁର୍ଘଟଣା ଜନିତ ଦଣ୍ଡ ନାରୀ ନିର୍ଯ୍ୟାତନା, ନାବାଳିକା ଧର୍ଷଣ ଅପରାଧ ଘଟାଇ କୋହଳ ଦଣ୍ଡ ପାଇଁ ଥାନାରୁ ଜାମିନରେ ପାଇଯାଉଥିଲେ । ଏହି ଆଇନର ଧାରାକୁ ଆସନ୍ତା ମାସ ଅର୍ଥାତ ଜୁଲାଇ ଏକ ତାରିଖ ଠାରୁ ପରିବତ୍ତନ ଅପରାଧୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରଥମେ ଅଭିଯୁକ୍ତକୁ ଅଦାଲତାରେ ଉପସ୍ଥିତ କରାଯାଇ ଜେଲ  ହାଜତକୁ ପଠାଯିବ ବୋଲି ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ରାମଗିରି ଗ୍ରାମର ବୃଦ୍ଧିଜୀବୀ, ବ୍ୟବସାୟ ଓ ଆଖପାଖ ଗ୍ରାମର ବୃଦ୍ଧିଜୀବୀ ନେଇ ଥାନା ଗୃହରେ ସଚେତନ କରାଇଥିଲେ ।

Post a Comment

Previous Post Next Post