ଆର,ଉଦୟଗିରି-ମୋ ନିୟୁଜ ଓଡିଶା ୨/୬/୨୦୨୪ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍। ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଗଜପତିରୁ ବ୍ରହ୍ମହପୁର ଯାଇଥିଲା ଟ୍ରକ୍। ତପ୍ତପାଣି ଘାଟିରେ ଟ୍ରକ୍ ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ମୃତ ଡ୍ରାଇଭର ନୟାଗଡ଼ ଜିଲ୍ଲାର ହୋଇଥିବା ଜଣାପଡ଼ିଛି।
Tags:
ମୁଖ୍ୟ ଖବର