(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପାରମ୍ପରିକ ଆନ୍ତରଯାତିକ ଯୋଗ ଦିବସ 21 ଜୁନ 2014 ରୁ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ, 11th International youga day ମଧ୍ୟ ଏକ ଭିନ୍ନଢଙ୍ଗରେ 21/06/2024 ସକାଳ 6 AM ଠାରୁ ଦିବା 11 AM ପର୍ଯ୍ୟନ୍ତ ପାଳନ ହେବ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ହୁଗୁଳାପଟା, ଶ୍ରୀ ନୃସିଂହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରୁ ଯୋଗ ସଚେତନତା ଯାତ୍ର ଶୁଭାରମ୍ଭ ହେବ, ପଥ ପ୍ରାନ୍ତ ସଭା ମାଧ୍ୟମରେ ଯୋଗର ମହିମା, ମହାତ୍ମା, ସ୍ୱାସ୍ଥ୍ୟରକ୍ଷା ପାଇଁ ଯୋଗର ଆବଶ୍ୟକତା, ଦିବସର ତାତ୍ପର୍ଯ୍ୟ, ବିଷୟରେ ସଚେତନତା ସୃଷ୍ଟି କରାଯିବ,ଏହିଯାତ୍ରା କ୍ରିକେଟ ପଡିଆ ରୁ ବାହାରି, ପଂଚାୟତ ଅଫିସ ଛକ, ଗୁରୁଣ୍ଠି ଶିଵ ମନ୍ଦିର, ଟେକ୍ନୋ ସିଟି ଶିଶୁମନ୍ଦିର, କୁକୁଡାଖଣ୍ଡି ବ୍ଲକ ଲୋଚାପଡା ପଂଚାୟତ ଅଫିସଓ କlଳି ମନ୍ଦିର ପରିସର, ବ୍ରହ୍ମପୁର ମହାନଗର, ଖଲିକୋଟ କଲେଜ ଛକ,ହିଲପାଟଣା ସଂସ୍କୃତି ଭବନ ଛକ, ଗୋସାଇଁ ନୂଆଗାଁ ଉତରେଶ୍ୱର ମନ୍ଦିର ମୁଖ୍ୟ ସଡ଼କ ଦେଇ ରଙ୍ଗଈଲୁଣ୍ଡା ବ୍ଲକ କନିସି ଗ୍ରାମ ରାମ ମନ୍ଦିର ଓ ଦିବ୍ୟ ଜୀବନ ସଙ୍ଘ ପରିସରରେ 11 ତମ ଯୋଗ ଦିବସ ଯାତ୍ର ପଥପ୍ରାନ୍ତ ସଭା ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି ଭବ୍ୟ କାର୍ଯ୍ୟକ୍ରମରେ, ବହୁ ସଦସ୍ୟ ଯୋଗାଚାର୍ଜ,ବୁଦ୍ଧିଜୀବୀ,ଡାକ୍ତର , ଓକିଲ, ଯୁବକ, ଛାତ୍ର, କୃଷିଯିବି, ସମାଜସେବୀ, ବ୍ୟବସାୟୀ, ଯୋଗ ଦେବେ,ଆପଣଙ୍କ ଉପସ୍ଥିତି ଆମର ଏକାନ୍ତ କାମ୍ୟ, ସମ୍ପାଦକ, Er ସବ୍ୟ ସାଚି ଦାସ, ପ୍ରମୁଖ ଉପସ୍ଥିତ ଥିଲେ l